କର୍ମଜୀବୀ ଗର୍ଭବତୀ ମହିଳା ଏହା ଜାଣିରଖନ୍ତୁ

0
କର୍ମଜୀବୀ ମହିଳାଙ୍କୁ ଅଫିସ ସହିତ ଘରର ଦାୟିତ୍ୱ ତ ନିର୍ବାହ କରିବାକୁ ପଡ଼ିଥାଏ। ତେବେ ଗର୍ଭାବସ୍ଥା ସମୟରେ ଏସବୁ ସହ ନିଜର ମଧ୍ୟ ଯତ୍ନ ନେବା ଜରୁରୀ। -କାର ଚଳାଉଥିଲେ ପ୍ରଥମ ଦୁଇମାସ ତ କିଛି ସମସ୍ୟା ହୋଇନଥାଏ। ତେବେ ତୃତୀୟ ମାସଠାରୁ ସିଟ ବେଲଟ ପିନ୍ଧିବାରେ ସମସ୍ୟା...
healthy food

ସନ୍ତାନ ଜନ୍ମ ପରେ ମା’ମାନେ କ’ଣ ଖାଇବେ?

0
ସନ୍ତାନ ଜନ୍ମ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ରକ୍ତସ୍ରାବ ଯୋଗୁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ସେମାନେ ଏକ ପ୍ରକାର ଅତ୍ୟଧିକ ଥଣ୍ଡା ସ୍ଥିତିରେ ଥାଆନ୍ତି। ଅର୍ଥାତ୍ ସେମାନଙ୍କର ଶରୀରର ତାପମାତ୍ରା କମିଯାଏ। ଏଭଳିସ୍ଥଳରେ ମା’ ମାନଙ୍କର ଖାଦ୍ୟ ଉପରେ...
weight loose

ସନ୍ତାନ ପ୍ରସବ ପରେ ଓଜନ କମାଇବେ କିପରି?

0
ଗର୍ଭାବସ୍ଥା ପରେ ଓଜନ କମାଇବା ଲାଗି ଡାଏଟରେ କ’ଣ ସାମିଲ କରିବେ ତାହା ଜାଣନ୍ତୁ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ସାମାନ୍ୟ ପରିବର୍ତ୍ତନ ତ ହୋଇଥାଏ। ଯେପରିକି ଓଜନ ବଢ଼ିବା, ପେଟ ବାହାରକୁ ବାହାରିବା ଇତ୍ୟାଦି। ତେବେ ସେଥିଯୋଗୁ ବ୍ୟତିବ୍ୟସ୍ତ ହୋଇ ଡାଏଟରେ ଅଚାନକ ପରିବର୍ତ୍ତନ କଲେ ଆପଣ...
baby teeth

ପିଲାଙ୍କ ଦାନ୍ତର ଯତ୍ନ ନେବେ କିପରି

0
ଛୋଟ ପିଲାଙ୍କର କ୍ଷୀରଖିଆ ଦାନ୍ତ ସ୍ଥାୟୀ ଦାନ୍ତର ଆଧାର ହୋଇଥାଏ। ଯଦି ସେହି ଦାନ୍ତର ବିକାଶ ଠିକ୍ ଭାବେ ନ ହେବ ତା’ହେଲେ ସ୍ଥାୟୀ ଦାନ୍ତର ତିଆରି ବିଗିଡ଼ି ଯିବାର ଆଶଙ୍କା ରହିଥାଏ। ସମୟ ସମୟରେ ଦାନ୍ତ ତେଢ଼ାମେଢା ବି ହୋଇଯାଏ। ତେଣୁ ଛୋଟବେଳୁ ଦାନ୍ତର ଯତ୍ନନେବା...
Pregnant woman relaxing in nature

ଗର୍ଭଧାରଣ କ୍ଷମତା ବଢ଼ାଇବେ କିପରି

0
ମହିଳାମାନଙ୍କର ପ୍ରଜନନ କ୍ଷମତା ୨୦ ବର୍ଷ ବୟସରେ ସବୁଠୁ ଅଧିକ ଥାଏ। ବୟସ ସହିତ ତାହା କମେ। ୩୫ ବର୍ଷ ବୟସରୁ ତାହା କମିବା ଆରମ୍ଭ କରିଥାଏ। ତେବେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଆଜିକାଲି ତା’ ଠାରୁ କମ୍ ବୟସରେ ମଧ୍ୟ ପ୍ରଜନନ କ୍ଷମତା କମୁଛି। ସେହି ସମସ୍ୟାରୁ...
teacher

ହୁଅନ୍ତୁ ପିଲାର ପରୀକ୍ଷା ଗାଇଡ୍

0
ଅଧିକାଂଶ ସମୟରେ ପରୀକ୍ଷାକୁ ନେଇ ପିଲାମାନଙ୍କ ମନରେ ଏକ ଅଜଣା ଭୟ ରହିଥାଏ। ଏପରିସ୍ଥଳେ ବାପା ମା’ ଓ ଶିକ୍ଷକମାନଙ୍କର ଦାୟିତ୍ୱ ହେଲା ସେମାନଙ୍କ ମନରୁ ଏହି ଅଜଣା ଭୟ ଦୂର କରିବା ଲାଗି ଉଦ୍ୟମ କରିବା। ଏହି ନକରାତ୍ମକ ଚିନ୍ତାଧାରାର ପ୍ରଭାବ ଯେପରି ସେମାନଙ୍କ ଉପରେ...
baby-overfeeding

ପିଲାଙ୍କୁ ଜବରଦସ୍ତି ଖୁଆନ୍ତୁ ନାହିଁ, ହୋଇପାରେ ଓଭରଫିଡିଂ

0
ପିଲା କିପରି ଭଲରେ ଖାଇବ ସେ ନେଇ ସବୁ ମା’ ଚିନ୍ତା କରନ୍ତି। ଏହି ଚିନ୍ତାଯୋଗୁ ସେମାନେ ଜବରଦସ୍ତ ପିଲାକୁ ଅଧିକ ଖୁଆଇଥାନ୍ତିି। କିନ୍ତୁ ପ୍ରକୃତରେ ଏପରି କରିବା ଠିକ୍ ନୁହେଁ। ଛୋଟ ପିଲାମାନଙ୍କର ପେଟ ଅଳ୍ପରେ ପୂରି ଯାଇଥାଏ। ତେଣୁ ସେମାନେ ଅଧିକ ଖାଇପାରନ୍ତି ନାହିଁ। ତେବେ...
mother-baby

ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ

0
ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ...
child cancer

ଅଧିକ ସଫାସୁତରା ରହୁଥିବା ପିଲାଙ୍କୁ ହୋଇପାରେ କର୍କଟ!

0
ପିଲାମାନେ ଯେପରି ରୋଗରେ ନ ପଡ଼ିବେ ସେଥିଲାଗି ବାପା ମା’ ମାନେ ଅନେକ ଯତ୍ନ କରିଥାନ୍ତି। ପିଲାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ସେମାନେ ଧ୍ୟାନ ଦିଅନ୍ତି। ପ୍ରକୃତରେ କିନ୍ତୁ ଅଧିକ ସଫାସୁତରା ରହୁଥିବା ପିଲାଙ୍କୁ କର୍କଟ ହେବାର ଆଶଙ୍କା ଥାଏ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା...
twins

କିଭଳି ନେବେ ଯାଁଳା ପିଲାଙ୍କ ଯତ୍ନ

0
ଗୋଟିଏ ପିଲାର ଠିକ୍ ଭାବେ ପାଳନ ପୋଷଣ କରିବା ବହୁତ ବଡ଼ କାମ। ଏପରିସ୍ଥଳେ ଘରେ ଯାଁଳା ପିଲା ଜନ୍ମ ନେଲେ ଖୁସି ଦୁଇଗୁଣା ହେବା ସହ ଦାୟିତ୍ୱ ବି ଦୁଇଗୁଣ ହୋଇଯାଏ। ଏକାସାଙ୍ଗରେ ଦୁଇଜଣଙ୍କର ଯତ୍ନନେବାଠାରୁ ଆରମ୍ଭ କରି ସେମାନଙ୍କର ପାଳନ ପୋଷଣ କରିବା ପରି...
error: Content is protected !!