catatacts

ମୋତିଆବିନ୍ଦୁ ବା କାଟ୍ରାକ୍ଟ୍‍ ବିଷୟରେ ଜାଣିବା କଥା

0
ଆପଣଙ୍କୁ ମେଘୁଆ, ଝାପ୍‌ସା, କୁହୁଡ଼ି ପରି କିମ୍ବା ଏକ ପରଳ ପଡ଼ିବା ପରି ଦିଶୁଛି କି, କାଟ୍ରାକ୍ଟ ହୋ‍ଇଥାଇପାରେ। ମୋତିଆବିନ୍ଦୁ ହେଉଛି ଚକ୍ଷୁର ଲେନ୍ସ ମେଘୁଆ ହୋଇଯିବା, ଫଳରେ ସ୍ପଷ୍ଟ ଭାବରେ ଦେଖିନହେବା। ଅଧିକାଂଶ ମୋତିଆବିନ୍ଦୁ ବୟସ ବୃଦ୍ଧି ସହିତ ସମ୍ପର୍କିତ ହୋଇଥାଏ, କ୍ୱଚିତ ଘଟଣାରେ ଜନ୍ମରୁ ଶିଶୁମାନଙ୍କ...
fruit juice for heath

ସ୍ୱାସ୍ଥ୍ୟ ପାଇଁ କ’ଣ ଉପକାରୀ? ଫଳ ନା ଫଳରସ

0
ଆଜିକାଲି ଲୋକମାନେ ମୃଦୁପାନୀୟ ତୁଳନାରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଫଳରସ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ମୃଦୁପାନୀୟର କୁପ୍ରଭାବ ବିଷୟରେ ଲୋକମାନେ ସଚେତନ ହେଉଥିବା କଥା ଏଥିରୁ ସୁସ୍ପଷ୍ଟ, ଯାହା ଦ୍ୱାରା ସେମାନେ କେତେକ ଜୀବନଶୈଳୀ ସମ୍ବନ୍ଧିତ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ତେବେ, ବଜାରରେ ଟେଟ୍ରା...
talented children

କେମିତି ଜାଣିବେ ଆପଣଙ୍କ ପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ?

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି? ୩ ବର୍ଷ ତଳ ପିଲାଙ୍କ ପାଇଁ ସେପରି କିଛି ବୁଦ୍ଧି ପରୀକ୍ଷା ନାହିଁ କହିଲେ ଚଳେ। ତେବେ ନିଜ ପିଲାଟି ବୁଦ୍ଧିହୀନ ନା...
Silent Stroke news

ସାଇଲେଣ୍ଟ ଷ୍ଟ୍ରୋକ୍ କ’ଣ?

0
ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ। ସାଇଲେଣ୍ଟ ଷ୍ଟ୍ରୋକ୍ ମସ୍ତିଷ୍କର ଏକ...

ଫିଟନେସକୁ ନେଇ ଲୋକମାନେ କରୁଥିବା ଭୁଲ୍

0
ଆଜିକାଲି ବହୁ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି। ତଥାପି ମଧ୍ୟ ଫିଟନେସକୁ ନେଇ ବହୁତ ଭୁଲ୍ କରୁଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇଦେଉଛନ୍ତି। କିନ୍ତୁ ଲୁଣ କମାଉନାହାନ୍ତି। ପ୍ୟାକେଟରେ ଥିବା ଚିପ୍ସ, ପାମ୍ପଡ ଖାଇବା ଛାଡୁନାହାନ୍ତି।...
public transport

ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପରେ ବି ଆପଣଙ୍କୁ ହେବନି ସଂକ୍ରାମକ ରୋଗ: ଆପଣାନ୍ତୁ ଏହି ଉପାୟ

0
ଭାରତରେ ଏବେ ମଧ୍ୟ ଅଧିକାଂଶ ଲୋକ ଅଫିସ୍ ବା ଘର କାମ କରିବା ଲାଗି ସର୍ବସାଧାରଣ ଯାନବାହନ ବ୍ୟବସ୍ଥା ଯେପରିକି ବସ୍, ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି। ଏହା ଟ୍ରାଫିକ୍ ଦୃଷ୍ଟିକୋଣରୁ ଠିକ୍ ହୋଇଥିବାବେଳେ ଖର୍ଚ୍ଚ ବି କମ୍ ହୋଇଥାଏ। ତେବେ ବର୍ଷାଦିନରେ ଏହାକୁ ବ୍ୟବହାର କରିବା...
butter milk-chhas-ghola dahi

ଦହିପାଣି ପିଇବା ସଂପର୍କରେ ଜାଣନ୍ତୁ

0
ଶରୀର ପାଇଁ ବିଶେଷକରି ପାଚନତନ୍ତ୍ର ପାଇଁ ହିତକାରୀ ବୋଲି ମନେକରି ଆମେ ଦହିପାଣି ପିଇଥାଉ। ଉତ୍ତରଭାରତରେ ଏହା ଖୁବ୍ ଲୋକପ୍ରିୟ। ତେବେ ଏହାକୁ ପିଇବାର ମଧ୍ୟ କେତେକ କଟକଣା ରହିଛି। ସେ ସଂପର୍କରେ ଜାଣନ୍ତୁ।   ଦହିପାଣି କେବଳ ଥଣ୍ଡା ନୁହେଁ, ଖଟା ମଧ୍ୟ ହୋଇଥାଏ। ତେଣୁ ନିୟମିତ ଭାବେ...
tamato

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଟମାଟୋ

0
ଖାଦ୍ୟରେ ଟମାଟୋର ବ୍ୟବହାର ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ହୋଇଥାଏ। ତେବେ ଏହା କେବଳ ତରକାରୀକୁ ସ୍ୱାଦିଷ୍ଟ କରେନାହିଁ, ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଏହା ଭରପୁର। ଏଥିରେ ପ୍ରଚୁର ପରିମାଣର କ୍ୟାଲୋରୀ, ଫାଇବର, ଲାଇକୋପିନ, ସୋଡ଼ିୟମ, ଫସଫରସ, ଫୋଲେଟ ଇତ୍ୟାଦି ତତ୍ତ୍ୱ ରହିଥାଏ। ହୃଦୟକୁ...
air pollution

ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

0
ଆଜିକାଲି ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରୁଛନ୍ତି। ତେବେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଲେ ଆପଣ ସେଥିରୁ ରକ୍ଷା ପାଇପାରିବେ। ହଳଦୀ: ହଳଦୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ଯାହାକି ବାୟୁ ପ୍ରଦୂଷଣ ଦ୍ୱାରା ବ୍ୟାପୁଥିବା ସଂକ୍ରାମକ ରୋଗରୁ ରକ୍ଷା...

ଅଁଳାର ପାର୍ଶ୍ୱ ପ୍ରତିକ୍ରିୟା ସଂମ୍ପର୍କରେ ଜାଣନ୍ତୁ

0
ଅଁଳାକୁ ସାଧାରଣତଃ ଅମୃତ ଫଳ ବୋଲି କୁହାଯାଇଥାଏ। ବିଭିନ୍ନ ପ୍ରକାର ରୋଗରୁ ଉପଶମ ପାଇବା ପାଇଁ ଏହାର ବ୍ୟବହାର କରାଯାଇଥାଏ। ତେବେ ମାତ୍ରାଧିକ ଭାବେ ଏହାକୁ ବ୍ୟବହାର କଲେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଛି। ଯକୃତକୁ କ୍ଷତି ପହଞ୍ଚାଇପାରେ: ଏକାସାଙ୍ଗରେ ଅଁଳା ଏବଂ ଅଦାକୁ ଖାଇଲେ...
error: Content is protected !!