ଭାତୁଡ଼ିର ଘରୋଇ ଉପଚାର

0
ଭାତୁଡ଼ି ବା ସ୍କିନ୍ ୱାର୍ଟ ଏକ ସାଧାରଣ ସମସ୍ୟା। ସର୍ବସାଧାରଣ ଶୌଚାଳୟରେ ସ୍ନାନ କରିବା, ମାଟି କାମ କରୁଥିବା ଲୋକେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ଲୋକଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ଅଧିକାଂଶ କ୍ଷେତ୍ରରେ ଔଷଧ ଦ୍ୱାରା ଏହାର ଚିକିତ୍ସା ସମ୍ଭବପର ହୋଇ ନଥାଏ, ତେଣୁ...
shoe smell

ଖରାଦିନେ ଜୋତାରୁ ବାହାରୁଛି କି ଦୁର୍ଗନ୍ଧ? ଆପଣାନ୍ତୁ ଏହି ଟିପ୍ସ

0
ଗ୍ରୀଷ୍ମୠତୁ ଆସିବା ପରେ ଝାଳ ହେବା ସମସ୍ୟା ଅଧିକ ହୋଇଥାଏ। ଶରୀରରୁ ଝାଳ ବୋହିଲେ ଦୁର୍ଗନ୍ଧ ବି ହୋଇଥାଏ। ସେହିପରି କିଛି ଲୋକଙ୍କର ଅଧିକ ଝାଳ ହାତ ଓ ପାଦରେ ହୋଇଥାଏ। ଫଳରେ ପାଦ ଗନ୍ଧ କରିଥାଏ। ଶରୀରରେ ଥିବା ବ୍ୟାକ୍ଟେରିଆ ଯେତେବେଳେ ଏହି ଝାଳ ସଂସ୍ପର୍ଶରେ...
ice cube for health

ବରଫର ଉପକାରୀ ଗୁଣ

0
ଖଣ୍ଡେ ବରଫ ଦୂର କରିବ ଆପଣଙ୍କ ସମସ୍ୟା। ଆସନ୍ତୁ ଜାଣିବା ବରଫର ଉପକାରୀ ଗୁଣ ବିଷୟରେ… ମେକଅପ୍ କରିବା ପୂର୍ବରୁ ବରଫକୁ ନିଜ ମୁହଁରେ ୫ମିନିଟ ଯାଏଁ ମାଲିସ କରନ୍ତୁ। ଏପରି କରିବା ଫଳରେ ମେକଅପ୍ ଅଧିକ ସମୟ ରହିଥାଏ। ବଦ୍‌ହଜମୀ ଜନିତ ସମସ୍ୟା ଦେଖାଦେଲେ ଖାଇବା...
Childhood obesity reason

ଶିଶୁମାନଙ୍କ ମେଦ ବହୁଳତାର କାରଣ, ବେଳ ଥାଉ ଥାଉ ହୁଅନ୍ତୁ ସତର୍କ

0
ଆଜିକାଲି ଅଧିକାଂଶ ଶିଶୁମାନଙ୍କ କ୍ଷେତ୍ରରେ ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବଦଳୁଥିବା ଜୀବନଶୈଳୀ, ଖାଦ୍ୟପେୟ ହିଁ ଶିଶୁମାନଙ୍କ ମେଦବୃଦ୍ଧିର ମୁଖ୍ୟ କାରଣ ସାଜୁଛି। ପିଲାମାନଙ୍କ ମୋଟାପା ବୃଦ୍ଧି ନାନାଦି ସ୍ୱାସ୍ଥ୍ୟ ସମସ୍ୟା ଡାକି ଆଣିଥାଏ। କେବଳ ସେତିକି ନୁହେଁ ସେମାନଙ୍କର ପାଠ ପଢ଼ା ପ୍ରତି...
baasi roti

ପେଟ ଥଣ୍ଡା ରଖିବା ପାଇଁ ଖାଆନ୍ତୁ ବାସି ରୁଟି

0
ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ବେଳେବେଳେ ରାତି ଖାଦ୍ୟ ପାଇଁ ପ୍ରସ୍ତୁତ ରୁଟି ବଳିଯାଇଥାଏ। ସେଇ ରୁଟିକୁ ଆମେ ସାଧାରଣତଃ ପଶୁ ପକ୍ଷୀଙ୍କୁ ଦେଇଥାନ୍ତି। କିନ୍ତୁ...
onion for hair

କେଶର ସୁରକ୍ଷା ପାଇଁ ପିଆଜ

0
ଖାଇବା ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ ଆମ ସ୍ଵାସ୍ଥ୍ୟ ପାଇଁ ବହୁ ଉପାଦେୟ। ସାଲାଡ୍ ହେଉ ଅବା ଚାଟ୍‌ ଖାଦ୍ୟର ସ୍ଵାଦ ବଢାଇଥାଏ ପିଆଜ । ପିଆଜର କ’ଣ ରହିଛି ଉପକାରିତା ଆସନ୍ତୁ ଜାଣିବା… କେଶର ସୁରକ୍ଷା ପାଇଁ ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଆରବ ଦେଶମାନଙ୍କରେ ଚନ୍ଦାପଣ...
Camphor

ଶାରୀରିକ ସମସ୍ୟା ଦୂର କରେ କର୍ପୂର

0
ପୂଜାପାଠ ସମେତ ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କର୍ପୂର। ସାଧାରଣତଃ ପୂଜାପାଠ କ୍ଷେତ୍ରରେ କର୍ପୂରର ବ୍ୟବହାର ହୋଇଥାଏ। ହେଲେ ବହୁତ କମ୍‌ ଲୋକ ଜାଣିଥିବେ ପ୍ରାକୃତିକ ଗୁଣରେ ଭରପୂର କର୍ପୂରର ବ୍ୟବହାର ଆହୁରି ଅନେକ କାମରେ କରିପାରିବେ। କର୍ପୂରକୁ ପୂଜା ପାଠରେ ବ୍ୟବହାର କରିବା ସହିତ ଶରୀର...

ଦୁର୍ଗନ୍ଧରୁ ଜାଣନ୍ତୁ ରୋଗର ଲକ୍ଷଣ

0
ପ୍ରତି ମଣିଷର ଝାଳ ବାହାରିବା ସ୍ଵାଭାବିକ। ଏହି ଝାଳ ସାଧାରଣତଃ ମୁଣ୍ଡ, ପାଟି, କାଖ ଓ ପାଦରୁ ବାହାରିଥାଏ। ଝାଳ ଅଧିକାଂଶ ଲୋକଙ୍କର ଦୁର୍ଗନ୍ଧ ହୋଇଥାଏ। ଅତ୍ୟଧିକ ଗନ୍ଧ ବିଭିନ୍ନ ପ୍ରକାର ରୋଗର ସଙ୍କେତ ଦେଇଥାଏ। ଏହାକୁ ଅଣଦେଖା କରିବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ଦୁର୍ଗନ୍ଧ...
besan for glowing face

ବେସନ ଦୂର କରେ ତ୍ୱଚାର ସମସ୍ତ ସମସ୍ୟା

0
ମଣିଷ ସବୁବେଳେ ନିଜ ତ୍ୱଚାକୁ ନେଇ ସଜାଗ ଥାଏ। ତ୍ୱଚା କିପରି ଉଜ୍ଜ୍ୱଳ, ଦାଗମୁକ୍ତ, ସତେଜ ରହିବ ସେ ନେଇ ସମସ୍ତେ ଚେଷ୍ଟିତ। ତ୍ୱଚା ସମସ୍ୟା ନେଇ ମଣିଷ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଏଥିପାଇଁ କେମିକାଲ ପ୍ରଡକ୍ଟର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏହା କ୍ଷଣିକ...
hair care in winter season

ଶୀତଦିନରେ କେଶର ଯତ୍ନ

0
ଆସନ୍ତୁ ଜାଣିବା ଶୀତ ଋତୁରେ ଆପଣ କିପରି ନିଜ କେଶର ଯତ୍ନ ନେବେ। ମହିଳା ତଥା ପୁରୁଷମାନଙ୍କ କ୍ଷେତ୍ରରେ କେଶ ଝଡିବା ଏକ ନିୟମିତ ସମସ୍ୟାରେ ପରିଣତ ହେଲାଣି। ବଭିନ୍ନ କାରଣରୁ କେଶ ଝଡିବା ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଋତୁର ପରିବର୍ତ୍ତନ ଅନ୍ୟ ଏକ କାରଣ। ଆସନ୍ତୁ ଜାଣିବା...
error: Content is protected !!