ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?
https://youtu.be/Cba4GF2LrZo
ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ?ଦାନ୍ତ ପୋକ ଖାଇବାର କାରଣପିଲାଙ୍କର କ୍ୟାଭିଟି ହେବାର କାରଣ କ’ଣ?ଦାନ୍ତରେ କ୍ୟାଭିଟି ହେଲେ କ’ଣ...