mental Pressure

ମାନସିକ ବିକୃତିର ଲକ୍ଷଣ ଜାଣିଲେ ସିନା ଏଥିରୁ ମୁକୁଳିବେ

0
ଅତ୍ୟଧିକ ଦୁଃଖୀ ରହିବା, ହଠାତ୍‌ ଭାବନାରେ ପରିବର୍ତ୍ତନ ମାନସିକ ବିକୃତିର ଏକପ୍ରକାର ଲକ୍ଷଣ। ମାନସିକ ବିକୃତି ହେଉଛି ଏପରି ଏକ ଅବସ୍ଥା ଯାହା ବ୍ୟକ୍ତିଙ୍କର ଚିନ୍ତା କରିବା, ଅନୁଭବ କରିବାର ଶକ୍ତି, ମୁଡ୍ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହି ସମସ୍ୟା ସମୟ ସମୟରେ ହୋଇପାରେ ନ ହେଲେ...
suicide

ଆତ୍ମହତ୍ୟାକୁ କେମିତି ରୋକିବେ?

0
ଡାକ୍ତର ସମ୍ରାଟ କର ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ। ସମସ୍ତେ ମିଳିମିଶି ଆତ୍ମହତ୍ୟାକୁ କିପରି ରୋକିବା, ତାହା ହିଁ ଏହି ଦିନର ମୂଳ ଉଦ୍ଦେଶ୍ୟ। ଅଧିକ ପଢ଼ନ୍ତୁ: ଜଣେ ମଣିଷ କାହିଁକି ଡିପ୍ରେସନ୍‌ର ଶିକାର ହୁଏ? ଜଣେ ନିଜର ଜୀବନକୁ ଇଚ୍ଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ। ଏହା...
memory loss

ଜାଣନ୍ତୁ କାହିଁକି କମିଥାଏ ସ୍ମରଣ ଶକ୍ତି, ଏପରି ସ୍ଥିତିରେ କ’ଣ କରିବା ଦରକାର?

0
ବାର୍ଦ୍ଧକ୍ୟ ପାଖେଇଲେ ମନେ ରଖିବାର ଶକ୍ତି ଧୀରେ ଧୀରେ କମିବାରେ ଲାଗେ। ଏହା ସ୍ୱାଭାବିକ ତେବେ, ଯୁବାବସ୍ଥାରେ ଏହି ଲକ୍ଷଣ ଦେଖାଗଲେ ଏହା ଚିନ୍ତାର କାରଣ ପାଲଟିଯାଏ। ଗୋଟିଏ ସ୍ଥାନରେ ଯାନବାହାନ ଚାବି ରଖି, ଆମେ ଏହାକୁ ଅନ୍ୟସ୍ଥାନରେ ଖୋଜିଥାଉ। କେବଳ ଚାବି ନୁହେଁ, ଅନେକ ଜିନିଷପତ୍ର...
old man

କରୋନା ସଂକ୍ରମଣ ବ୍ୟାପିବା ସମୟରେ କେମିତି ବୁଝିବା ବୟସ୍କଙ୍କ କଥା?

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ବୟସ୍କ ଲୋକମାନେ...
smart kid

କିପରି କରିବେ ନିଜ ପିଲାଙ୍କୁ ସ୍ମାର୍ଟ?

0
ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ...
mental health during corona

ଚାପ ବଢ଼ିଲେ କ’ଣ ସବୁ ସମସ୍ୟା ଦେଖାଦିଏ?

0
ମଣିଷ ଜୀବନରେ ଚାପ ବଢ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ, ଚାପ ବଢ଼ିଲେ ମଣିଷ ବିଭିନ୍ନ ସମସ୍ୟା ଦେଇ ଗତି କରେ ଯାହା ପରମୁହୂର୍ତ୍ତରେ ଚିନ୍ତାର କାରଣ ପାଲଟିଯାଏ। ତେଣୁ, ଚାପଗ୍ରସ୍ତ ବେଳେ ହେଉଥିବା ଲକ୍ଷଣ ଜାଣି ଆଗୁଆ ସାବଧାନ ରହିବା ଉଚିତ। କାମକୁ ବରାବର ଡେରିରେ...

ଛୋଟ ପିଲା ଅସ୍ଥିର ହେବା ଏକପ୍ରକାର ମାନସିକ ସମସ୍ୟା

0
https://www.youtube.com/embed/6LaW_YR0SDw ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ। ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି...
pregnancy

ପ୍ରସବ ପରେ ମହିଳାମାନେ ହୋଇଥା’ନ୍ତି ଡିପ୍ରେସନ୍‌ର ଶିକାର

0
ସନ୍ତାନ ଜନ୍ମ ପରେ ମହିଳାମାନେ ପୋଷ୍ଟପାର୍ଟମ ଡିପ୍ରେସନ୍ (ପ୍ରସବୋତ୍ତର ଅବସାଦ)ର ଶିକାର ହୋଇଥା’ନ୍ତି। ସନ୍ତାନ ଜନ୍ମ ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସାମ୍ନା କରିଥା’ନ୍ତି। ସନ୍ତାନ ଜନ୍ମ ପରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ। -ସନ୍ତାନ ଜନ୍ମ ପରେ ଅଧିକାଂଶ ସମୟରେ ମହିଳାମାନେ...
say no to alcohol

ମଦ ପିଇଲେ ଶରୀର ଓ ମନରେ କେଉଁ ପ୍ରକାର ପରିବର୍ତ୍ତନ ଦେଖାଦିଏ?

0
ଗୀତା ଦାସ   ଆଧୁନିକ ଜୀବନରେ ମଦର ବ୍ୟବହାର ଓ ଅପବ୍ୟବହାର ପ୍ରସଙ୍ଗରେ ମନୋବିଜ୍ଞାନୀଙ୍କ ପରାମର୍ଶ ମଦର ଗୁଣ ଦୁଇ ପ୍ରକାର। ଅଳ୍ପ ମଦ ପିଇଲେ ମସ୍ତିଷ୍କର ସ୍ନାୟୁକୋଷ ଉଦ୍ଦୀପିତ ହେଉଥିବାରୁ ପିଇଲା ବେଳକୁ ଉତ୍‌ଫୁଲ୍ଲ ଲାଗେ, ଦେହରେ ନୂଆ ବଳ ଆସିଲା ପରି ଲାଗେ। ମନରେ ଆମୋଦିତ ଭାବ ଦେଖାଦେବାରୁ...
mental pressure

ଆସନ୍ତୁ ଜାଣିବା ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡର କ’ଣ?

0
ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’...
error: Content is protected !!