ମଧୁମେହ ରୋଗୀ ରୋଷେଇ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇନ୍ସୁଲିନ୍ ନେଉଛନ୍ତି, ହେଲେ ନିଜର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ, ଡାଏଟ୍ ଉପରେ ଧ୍ୟାନ ଦେଲେ ଅଧିକ ସୁଫଳ ମିଳିଥାଏ।
-ରୋଷେଇରେ ଘିଅ ଏବଂ ତେଲକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। ଡାଏଟିସିଆନ୍ମାନଙ୍କ ଅନୁସାରେ ସାରା ଦିନରେ...
କରୋନା ବେଳେ ଡାଏବେଟିସ୍ ରୋଗୀ କିଭଳି ରହିବେ ସତର୍କ?
ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ବର୍ତ୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ହୁ ହୁ ହୋଇ ବଢ଼ିଚାଲିଛି। ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି।
ଯେଉଁ...
ଡାଏବେଟିସ୍ ରୋଗୀ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ?
https://www.youtube.com/embed/C-5gPAWuaVw
ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ...
କେଉଁ ଲୋକଙ୍କୁ ପ୍ରିଡାଇବେଟିସ୍ ହେବାର ଆଶଙ୍କା ଅଧିକ?
ଡାଇବେଟିସ୍ ବିଷୟରେ ଆମେ ସମସ୍ତେ ଜାଣିଥିବା, ହେଲେ ପ୍ରିଡାଇବେଟିସ୍ ବିଷୟରେ ଅଳ୍ପ କେହି ଜାଣିଥିବେ। ତେବେ ପ୍ରିଡାଇବେଟିସ୍ କ’ଣ? ଆସନ୍ତୁ ଜାଣିବା ଏ ସମ୍ପର୍କରେ।
ଆଜିକାଲି ଅଧିକାଂଶ ଯୁବଗୋଷ୍ଠୀ ବା ପ୍ରାକ୍ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହା ହେଉଛି ଏକ ଏଭଳି ସ୍ଥିତି ଯେତେବେଳେ ଶରୀରରେ ଶର୍କରାର...
ଡାଏବେଟିସ୍ର ୮ଟି ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ?
ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଏବେଟିସ୍ ହୋଇଛି ନା ନାହିଁ। (EARLY SIGNS AND SYMPTOMS OF DIABETES IN ODIA)
ଡାଏବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି ଏହି ରୋଗ ଗୁରୁତର ପର୍ଯାୟରେ ପହଞ୍ଚିନଥାଏ। ଠିକ୍ ସମୟରେ ଏହାକୁ ଚିହ୍ନଟ କରିପାରି...
କୋଭିଡ୍ ବେଳେ ଡାଏବେଟିସ୍ ରୋଗୀ କ’ଣ ଖାଇବେ?
https://youtu.be/3bYXDGZEr0I
ଆସନ୍ତୁ ଜାଣିବା କୋଭିଡ୍ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ।
କୋଭିଡ୍ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା...
କୋଭିଡ୍ ସମୟରେ ମଧୁମେହ ରୋଗୀ କ’ଣ ଖାଇବେ?
କୋଭିଡ୍ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଆସ୍ଥମା ରୋଗୀଙ୍କୁ କୋଭିଡ୍ ସଂକ୍ରମିତ ହେଲେ ତାଙ୍କଠାରେ ଭୟାବହତା ଅଧିକ। ତେଣୁ ଏହିସବୁ ରୋଗ...
ଡାଏବେଟିସ୍ ହେଲେ ତ୍ଵଚା ଉପରେ କ’ଣ ପ୍ରଭାବ ପଡ଼େ?
ମଧୁମେହ ହେଲେ ସମଗ୍ର ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାର ପ୍ରଭାବ ରୋଗୀଙ୍କ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ।
ମଧୁମେହ ଦ୍ୱାରା ପ୍ରଭାବିତ ହେଲେ କିଛି ରୋଗୀଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହାର କାରଣ...
ସକାଳ ଜଳଖିଆରେ କ’ଣ ଖାଇବେ ଡାଏବେଟିସ୍ ରୋଗୀ?
ଡାଏବେଟିସ୍ ରୋଗୀଙ୍କ ଜଳଖିଆ କେଉଁ ଭଳି ହେବା ଦରକାର ଓ କେଉଁ ସମୟରେ ଖାଇବା ଦରକାର।
ରାତିରେ ୮ରୁ ୧୦ ଘଣ୍ଟାର ନିଦ ପରେ ଆମ ଶରୀରରେ ଶର୍କରା ପରିମାଣ କମିଯାଇଥାଏ। ତେଣୁ ସକାଳେ ଉଠିବାର ଘଣ୍ଟେ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ସକାଳ ଭୋଜନ କରିବା ଆବଶ୍ୟକ।...
କରୋନା ବେଳେ ମଧୁମେହ ରୋଗୀ କିଭଳି ରହିବେ ସତର୍କ?
କରୋନା ମହାମାରୀର ବଢ଼ୁଥିବା ପ୍ରଭାବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧୁମେହ ବା ଡାଏବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
କରୋନା ସମୟରେ ଡାଏବେଟିସ୍ ରୋଗୀ କିପରି ନେବେ...