ଘରେ କେହି କୋଭିଡ୍ ସଂକ୍ରମିତ ହେଲେ କେମିତି ନେବେ ଯତ୍ନ? – ଜାଣନ୍ତୁ WHOର ପରାମର୍ଶ

0
ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯଦି ପରିବାରରେ କେହି କରୋନାରେ ପୀଡ଼ିତ ହୁଅନ୍ତି ତା’ହେଲେ କ’ଣ କରିବେ? କେମିତି ତାଙ୍କର ଯତ୍ନ ନେବେ? ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ଜାଣନ୍ତୁ। ସଂକ୍ରମିତଙ୍କୁ ଅଲଗା ରୁମ୍‌ରେ ରଖନ୍ତୁ ପରିବାରରେ କାହାକୁ କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖାଦେଲେ ବା କୋଭିଡ୍‌...

‘୧୯୨୯’କୁ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା

0
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ହେଲ୍‌ପଲାଇନ୍ ନମ୍ବର କାର୍ଯ୍ୟକ୍ଷମ କରାଯାଇଛି। ଏହି ହେଲ୍‌ପଲାଇନ୍ ନମ୍ବରଟି ହେଉଛି ‘୧୯୨୯’। ଏହି ନମ୍ଵରଟି ନିଶୁଳ୍କ ଅଟେ,...
covid vaccine

ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?

0
ମେ’ ୧ରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଜାଣନ୍ତୁ, ପଞ୍ଜୀକରଣ କେମିତି କରିବେ? ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ...

କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

0
କରୋନାର ଦ୍ୱିତୀୟ ଲହରରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ହେଲେ ସମସ୍ତେ ମିଳିମିଶି ଯୁଦ୍ଧ କରିବାକୁ ହେବ। ଏହି ଭୂତାଣୁକୁ ରୋକିବା ପାଇଁ ହେଲେ କୋଭିଡ୍‌ ସମ୍ବନ୍ଧୀୟ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ଆମେ କରୋନା ମହାମାରୀରୁ କିପରି ସୁରକ୍ଷିତ...

ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

0
କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...

ଦେଶରେ ୨,୫୯,୧୭୦ ନୂଆ କରୋନା ସଂକ୍ରମଣ, ୧୭୬୧ ମୃତ

0
ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ ହଜାର ୧୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...
covid19 vaccine

ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା

0
ମେ’ ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା କମ୍ପାନିମାନଙ୍କ ସହ ବୈଠକ କରିବା ପରେ ଏହି ଘୋଷଣା କରାଯାଇଛି। ଟିକାକରଣ ନେଇ...

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

0
କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ? ଦେହ ହାତ ଅବଶ ଲାଗିବାଭୋକ ନ ହେବାମୁଣ୍ଡ ବିନ୍ଧା ହେବାଦେହ ହାତ ଘୋଳା ବିନ୍ଧା ହେବାଦିନକୁ ୪ରୁ...

କରୋନା ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

0
୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଏକ ହେଲ୍‌ପଲାଇନ୍ ନମ୍ବର...

ଦ୍ରୁତଗତିରେ କାହିଁକି ବଢ଼ୁଛି କରୋନା?

0
ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି। ଦେଶରେ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ...
error: Content is protected !!