ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

0
କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...
covid19 vaccine

ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା

0
ମେ’ ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା କମ୍ପାନିମାନଙ୍କ ସହ ବୈଠକ କରିବା ପରେ ଏହି ଘୋଷଣା କରାଯାଇଛି। ଟିକାକରଣ ନେଇ...

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

0
କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ? ଦେହ ହାତ ଅବଶ ଲାଗିବାଭୋକ ନ ହେବାମୁଣ୍ଡ ବିନ୍ଧା ହେବାଦେହ ହାତ ଘୋଳା ବିନ୍ଧା ହେବାଦିନକୁ ୪ରୁ...

କରୋନା ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

0
୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଏକ ହେଲ୍‌ପଲାଇନ୍ ନମ୍ବର...

ଦ୍ରୁତଗତିରେ କାହିଁକି ବଢ଼ୁଛି କରୋନା?

0
ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି। ଦେଶରେ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ...

ବଢ଼ୁଛି କରୋନା ସଂକ୍ରମଣ – ଦିନକରେ ସର୍ବାଧିକ ୪୪୪୫ ପଜିଟିଭ୍ ଚିହ୍ନଟ

0
ଓଡ଼ିଶାରେ କରେନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ଦିଗକୁ ଗତି କରୁଛି। ପ୍ରତିଦିନ ପଜିଟିଭ୍ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ,...

ଦେଶରେ ତିନି ଲକ୍ଷ ମୁହାଁ ସଂକ୍ରମଣ, ୧୬୧୯ ମୃତ

0
ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୭୩ହଜାର ୮୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ...

ଜାଣନ୍ତୁ, ରାଉରକେଲାରେ କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା କେଉଁଠି କରିବେ?

0
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କେଉଁଠାରେ ଯୋଗାଯୋଗ କରିବେ ସେ ସମ୍ପର୍କରେ ଜାଣନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ...

କୋଭିଡ୍‌ ଦ୍ୱିତୀୟ ଲହରି – ପିଲାଙ୍କୁ କିପରି ରଖିବେ ସୁରକ୍ଷିତ?

0
କୋଭିଡ୍‌ ଦ୍ୱିତୀୟ ଲହରିରେ ଅଧିକରୁ ଅଧିକ ଶିଶୁ ସଂକ୍ରମଣ ହେଉଛନ୍ତି। କରୋନାର ସଂକ୍ରମଣଠାରୁ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ଆସନ୍ତୁ ଜାଣିବା। କୋଭିଡ୍‌ର ପ୍ରଥମ ଲହରିରେ ଅଧିକାଂଶ ବୟସ୍କ ଲୋକମାନେ ଶିକାର ହେଉଥିଲେ। ହେଲେ ଦ୍ୱିତୀୟ ଷ୍ଟ୍ରେନ୍‌ରେ ବୟସ୍କ ଲୋକଙ୍କ ତୁଳନାରେ ଯୁବକ ଓ ଶିଶୁମାନେ ବେଶୀ ଆକ୍ରାନ୍ତ...

କରୋନା ସଂକ୍ରମିତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ – ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

0
ଦ୍ୱିତୀୟ ଲହରି କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଲାଙ୍କୁ ସୁରକ୍ଷିତ ରଖିବା ଲାଗି ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଦରକାର। ଗତବର୍ଷ...
error: Content is protected !!