office-stress

ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ ବର୍ତ୍ତମାନ ଯେଉଁ କାର୍ଯ୍ୟାଳୟରେ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷା...
what is self quarantine

ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ...
mu carona sahita ladhiparibi

ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ମୁହଁରୁ – ‘‘ମୋର ବିଶ୍ୱାସ ଥିଲା ଯେ, ମୁଁ କରୋନା ସହ ଲଢ଼ିପାରିବି’’

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ସହ ଏବେ ବି ଲଢ଼େଇ ଜାରି ରହିଛି। ହେଲେ ସୋଫିଆ ଜାଣିଛନ୍ତି, ସେ ଜିତିବେ ଓ କରୋନା ହାରିବ। ‘‘କ‘ଣ ହେଉଛି, ମୁଁ ଜାଣି ନଥିଲି। ମୁଁ ଯେତେବେଳେ ଡାକ୍ତରମାନଙ୍କୁ ପଚାରିଲି, ସେମାନେ କହିଥିଲେ ଯେ ସବୁକିଛି ଠିକ୍‌ ଅଛି।’’ କେରଳରେ ଜଣେ...
corona treatment

କୋରୋନା ଭାଇରସର ଚିକିତ୍ସା କରିବା କିପରି?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=gnxOM65wnpg କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। ବରିଷ୍ଠ କ୍ରିଟିକାଲ୍‌ କେୟାର ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ସାଧାରଣତଃ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ। ରୋଗୀଙ୍କଠାରେ କାଶ, ସର୍ଦ୍ଦି ଓ ସ୍ଥଳବିଶେଷରେ ନିମୋନିଆ...
corona mask use

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା...
corona italy

କରୋନାର କାୟା: କେଉଁ ଭୁଲ ଯୋଗୁଁ ଇଟାଲିକୁ ଚୀନଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଲା?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏବେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ହୋଇ ରହିଛି ଇଟାଲି। ଚୀନରୁ ସୃଷ୍ଟି କରୋନା ଇଟାଲିରେ ରଚୁଛି ତାଣ୍ଡବ। ଚୀନର ଉହାନରୁ ସୃଷ୍ଟି ହୋଇଥିବା ଭାଇରସ୍‌ କରୋନାର ନଜର ଏବେ ପୂରା ବିଶ୍ୱରେ ପଡ଼ିଛି। ଏହି ଭାଇରସର ଅଧିକ ପ୍ରଭାବ ଚୀନ ଓ ଇଟାଲିରେ ଦେଖାଦେଇଛି।...
corona update

କରୋନା ଆକ୍ରାନ୍ତ କହିଲେ ତାଙ୍କ ଅନୁଭୂତି: ‘ଭୟଭୀତ ନ ହୋଇ, ସାମ୍ନା କର’

0
ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ   ‘‘ସଚେତନତା ହିଁ କରୋନା ଭଳି ମାରାତ୍ମକ ଭାଇରସରୁ ମୁକ୍ତି ଦେଇପାରିବ। ଭୟଭୀତ ନ ହୋଇ ନିଜକୁ ସେଲ୍ଫ ଆଇସୋଲେସନ୍‌ରେ ରଖନ୍ତୁ, ଫଳରେ ଏହି ଭାଇରସ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହେବ ନାହିଁ’’, ଏ କଥା ଆମେ ନୁହେଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି କହୁଛନ୍ତି।...
movie with family

ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକଙ୍କୁ ନିଜ ଘରେ ରହି ଏହି ବିଶ୍ୱସ୍ତରୀୟ ମହାମାରୀ ସହିତ ଲଢିବାକୁ ପଡ଼ିବ।...

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ

0
ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି...
work from home

ୱାର୍କ ଫ୍ରମ୍ ହୋମ୍ କରୁଥିଲେ କ’ଣ କରିବେ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କର୍ମକ୍ଷେତ୍ରଠୁ ଆରମ୍ଭ କରି ବ୍ୟାପାର ବାଣିଜ୍ୟ ପର୍ଯ୍ୟନ୍ତ ସବୁଠି ପଡ଼ିଛି କରୋନା ଭାଇରସ (କୋଭିଡ୍-୧୯) ର ପ୍ରଭାବ। ଏହି ମହାମାରୀକୁ ରୋକିବା ପାଇଁ ପୁରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନିର୍ଦ୍ଦିଷ୍ଟ...
error: Content is protected !!