corona awareness

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ବିଦେଶରୁ ଫେରିଥିଲେ କିଭଳି ସତର୍କତା ଅବଲମ୍ବନ କରିବେ? ଜାଣନ୍ତୁ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ...
home quarantine

ହୋମ କ୍ଵାରେଣ୍ଟାଇନରେ ଥିଲେ ଏହି ୭ଟି ଦିଗ ଉପରେ ଧ୍ୟାନ ଦିଅନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରା ବିଶ୍ଵରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। କରୋନା ଲକ୍ଷଣ ଦେଖାଗଲେ କିମ୍ବା କରୋନା ସଂକ୍ରମିତ ସ୍ଥାନରୁ ଫେରିଥିଲେ ୧୪ଦିନ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଆପଣ ଯଦି ହୋମ କ୍ଵାରେଣ୍ଟାଇନରେ...
spread coronavirus

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି ଗୋଟିଏ ବ୍ୟକ୍ତିଠାରୁ ଅନ୍ୟ ଲୋକ ଡେଇଁଥାଏ ସେହିଭଳି କରୋନା ଭୂତାଣୁ ମଧ୍ୟ...
symptoms and treatment of coronavirus

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି ଲକ୍ଷଣ ଦେଖାଯାଏ। ନିମୋନିଆ ହୋଇଥିଲେ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ।...
corona update in odia

କରୋନାକୁ ଜିଣିଲେ: ସୁସ୍ଥ ହେଲେ ୯୩ ବର୍ଷୀୟ ବୃଦ୍ଧ ଓ ୮୮ ବର୍ଷୀୟା ବୃଦ୍ଧା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାକୁ ହରାଇଲେ ଦୁଇ ବୃଦ୍ଧ। ଯେଉଁଠି ଗବେଷକମାନେ କହୁଛନ୍ତି କରୋନା ଭାଇରସ ବୃଦ୍ଧଙ୍କ କ୍ଷେତ୍ରରେ ଅଧିକ କ୍ଷତିକାରକ, ସେଇଠି ୯୩ ବର୍ଷୀୟ ଥୋମାସ୍‌ ଓ ତାଙ୍କ ପତ୍ନୀ ୮୮ ବର୍ଷୀୟ ମରିୟମ୍‌ କରୋନାକୁ ପରାସ୍ତ କରି ଦେଖାଇଛନ୍ତି। ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା...
fitness

WHOର ପରାମର୍ଶ – ସ୍ୱାସ୍ଥ୍ୟ ପାଇଁ ୩୦ ମିନିଟ୍ ବ୍ୟାୟାମ ଜରୁରୀ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ। ସାରା ବିଶ୍ୱରେ କରୋନା ଭାଇରସର ଶିକାର ହୋଇଛନ୍ତି ୭ ଲକ୍ଷରୁ ଅଧିକ ଲୋକ। ୩୩ ହଜାରରୁ ଅଧିକଙ୍କର ପ୍ରାଣହାନି ଘଟିଛି। ସେଥିଯୋଗୁଁ ଅନେକ ଦେଶରେ ଲକଡାଉନ୍...
corona diabetes

ଡାଇବେଟିସ୍‌ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ହିଁ ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ...
quarantine

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘୋଷଣା ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ପାଇଁ...
coffee for face

ଲକଡାଉନ ପାଇଁ ପାର୍ଲର ବନ୍ଦ – ଘରେ ନିଅନ୍ତୁ ତ୍ୱଚାର ଯତ୍ନ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଲକଡାଉନ ପାଇଁ ସାରାଦେଶ ବନ୍ଦ। ସବୁଠି ପାର୍ଲର ମଧ୍ୟ ବନ୍ଦ। ଏଣୁ ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା ପାଇଁ ଏହା ହିଁ ଠିକ୍‌ ସମୟ। ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା କଥା ଆସିଲେ ପ୍ରଥମେ ବେସନର ଆବଶ୍ୟକ ପଡ଼ିଥାଏ। ବେସନର ପ୍ରାକୃତିକ...
corona update

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ କେତେକ ଖରାପ ଅଭ୍ୟାସ ଆମ ଶରୀର ରୋଗ...
error: Content is protected !!