ଆପଣଙ୍କ ପିଲା ମୋବାଇଲ ଦେଖିବାକୁ ପସନ୍ଦ କରୁଛି କି? ହୋଇପାରେ ଏହି ସମସ୍ୟା

0
ଅନେକ ସମୟରେ ଅଭିଭାବକମାନେ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଦେଇଥାନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଝଟ କରୁଛି...

କେବେଯାଏଁ କରାଇବେ ଶିଶୁଙ୍କୁ ସ୍ତନ୍ୟପାନ?

0
ଶିଶୁଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ ସାଧାରଣତଃ ତାକୁ...
Sambit Nanda on Mental Health of Children (ADHD)

ଛୋଟ ପିଲାଙ୍କ ଅସ୍ଥିର ମନ – ସମସ୍ୟା ନା ସାଧାରଣ ଅବସ୍ଥା?

0
https://www.youtube.com/watch?v=6LaW_YR0SDw ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ। ପିଲାର ଅସ୍ଥିର ମନ କାହିଁକି ହୋଇଥାଏ?ଅସ୍ଥିର ମନର ଲକ୍ଷଣମନର ଅସ୍ଥିରତା ପାଇଁ କ’ଣ ରହିଛି ପରୀକ୍ଷା?ମନର ଅସ୍ଥିରତା ପାଇଁ କ’ଣ ରହିଛି ଚିକିତ୍ସା ପଦ୍ଧତିପରିବାର ସଦସ୍ୟଙ୍କ କର୍ତ୍ତବ୍ୟ ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି...
child blood pressure

ପିଲାମାନଙ୍କୁ ଉଚ୍ଚ ରକ୍ତଚାପ ହୁଏ କି?

0
ଅଧିକାଂଶ ଲୋକ ଭାବନ୍ତି ଉଚ୍ଚ ରକ୍ତଚାପ ବା ହାଇପରଟେନ୍‌ସନ୍‌ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ସତ। କିନ୍ତୁ ଆଜିକାଲି, ଉଚ୍ଚ ରକ୍ତଚାପ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ – ଛୋଟ ପିଲାମାନଙ୍କୁ ମଧ୍ୟ। କୁହାଯାଏ, ବୟସ ବଢ଼ିବା ସହ ଉଚ୍ଚରକ୍ତଚାପ ସମସ୍ୟା ବଢ଼ିଥାଏ। ହେଲେ ପିଲାମାନଙ୍କ...

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା ହେଲେ କ’ଣ କରିବେ?

0
https://www.youtube.com/embed/bcYoFGbgqzA ବୟସ ଅନୁଯାୟୀ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଅସୁବିଧା ହେବା ଏକ ସ୍ୱାସ୍ଥ୍ୟ ସମସ୍ୟା। କିଭଳି ଏହି ସମସ୍ୟାର ଚିକିତ୍ସା କରାଯିବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଆସନ୍ତୁ ଜାଣିବା। ବୟସ ଅନୁଯାୟୀ ଶିଶୁର ବିକାଶ ହୋଇଥାଏ। ଯେପରିକି, ଦେଢ଼ ମାସ...
error: Content is protected !!