green tea

କଳାଦାଗ ସମସ୍ୟାରୁ ମୁକ୍ତି ଦେଇଥାଏ ଗ୍ରୀନ ଟି

0
ବ୍ୟସ୍ତବହୁଳ ଜୀବନଶୈଳୀରେ ନିଦ ପୂରା ନ ହେବା, ପାଣି କମ୍ ପିଇବା, ହରମୋନରେ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁଁ ଲୋକମାନଙ୍କର ଆଖିତଳେ କଳାଦାଗ ଦେଖାଯାଇଥାଏ। ଅନେକ ଲୋକ ସେଥିରୁ ରକ୍ଷା ପାଇବା ଲାଗି ଦାମୀ କ୍ରିମ୍ ବ୍ୟବହାର କରିଥାନ୍ତି। ହେଲେ ଗ୍ରୀନ୍ ଟି ବ୍ୟବହାର କରି ମଧ୍ୟ...
belly fat

ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

0
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ ଭୁଲିଯାଉ। ଯାହା...
saffron

ସ୍ୱାସ୍ଥ୍ୟ ପାଇଁ ଉପକାରୀ କେଶର

0
-କେଶର ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। କିଡନୀ, ମୂତ୍ରାଶୟ ଏବଂ ଲିଭରଜନିତ ସମସ୍ୟାକୁ ଦୂର କରି ରକ୍ତ ବିଶୋଧନ କରିଥାଏ କେଶର। -ଋତୁସ୍ରାବରେ ଅନିୟମିତତା ହେଉଥିଲେ ଗରମ ଦୁଗ୍ଧରେ କେଶରର ୪-୫ଟି ପାଖୁଡ଼ା ପକାଇ ପିଅନ୍ତୁ। -ଗ୍ୟାସ୍ ବା ଏସିଡିଟିଜନିତ ସମସ୍ୟା ପାଇଁ କେଶର ଖୁବ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। -ରାତିରେ...
wounds on body

ଶରୀରରେ ଖଣ୍ଡିଆ ହୋଇଥିଲେ, ଲଗାନ୍ତୁ…

0
କୌଣସି କାରଣରୁ ଦେହରେ କେଉଁଠି ଖଣ୍ଡିଆ ହୋଇଥିଲେ ସେହି କ୍ଷତ ଶରୀରକୁ ବହୁତ ଯନ୍ତ୍ରଣା ଦେଇଥାଏା ଅନେକ ଲୋକଙ୍କର ଶରୀରରେ ଘା’ ଅନେକ ଦିନ ଯାଏଁ ରହିଥାଏା ତାହା ସହଜେ ଶୁଖେ ନାହିଁ। ଏଭଳି କ୍ଷେତ୍ରରେ ଅନେକ ଶୀଘ୍ର କ୍ଷତ ଶୁଖାଇବା ପାଇଁ ଅନେକ ମେଡିସିନର ବ୍ୟବହାର କରିଥାନ୍ତିା...
curd for health

ଦହି ଖାଆନ୍ତୁ – ମାନସିକ ଚାପରୁ ଲାଘବ ମିଳିବ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ, ବ୍ୟସ୍ତତା ଅନେକ ସମୟରେ ଲୋକମାନଙ୍କର ମାନସିକ ଚାପକୁ ବୃଦ୍ଧି କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାଦ୍ୱାରା ମାନସିକ ଅବସାଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏପରିସ୍ଥଳେ ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ। ମାନସିକ ଚାପ କମିବା ପାଇଁ...
milk and honey for health

କ୍ଷୀର ସହ ମହୁ ମିଶାଇ ପିଅନ୍ତୁ, ହେବ ଏହି ଫାଇଦା

0
କ୍ଷୀର ଓ ମହୁର ବିଭିନ୍ନ ପ୍ରକାର ଉପକାରିତା ସଂପର୍କରେ ଆପଣମାନେ ଜାଣିଥିବେ। ତେବେ ଉଭୟକୁ ମିଶାଇ ପିଇବାର ଫାଇଦା ଜାଣନ୍ତୁ। କ୍ଷୀରରେ ଅଧଚାମଚ ମହୁ ମିଶାଇ ପିଇଲେ ହଜମକ୍ରିୟା ଭଲ ଭାବେ ହୋଇଥାଏ। ମହୁ ଆମ ଶରୀରରେ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିରେ ସହାୟକ ହୋଇଥାଏ। ଅବଶ୍ୟ ଆୟୁର୍ବେଦ ଅନୁସାରେ...
ear pain

ଘରୋଇ ଉପାୟରେ କାନ ଯନ୍ତ୍ରଣାରୁ କେମିତି ପାଇବେ ରକ୍ଷା?

0
ସାଧାରଣତଃ ଥଣ୍ଡା, ଜ୍ୱର, ପାଣି ଜମିବା, ସଂକ୍ରମଣ ଇତ୍ୟାଦି ଯୋଗୁ କାନରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ହେଲେ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା ସମ୍ଭବପର। କାନରେ ଅଚାନକ ତୀବ୍ର ଯନ୍ତ୍ରଣା ହେଲେ ତର୍ଜନୀ ଆଙ୍ଗୁଠି ସାହାଯ୍ୟରେ...
honey

ମହୁ ଖାଉଥିଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

0
ମହୁରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଯେଉଁଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ମହୁ ଖାଇବା ବେଳେ କିଛି କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ। – ଗରମ ଖାଦ୍ୟ ସହ ମହୁ ଖାଆନ୍ତୁ ନାହିଁ। ନହେଲେ...
coconut for health

ଅମ୍ଳ ସମସ୍ୟା ଦୂର କରିଥାଏ ନଡ଼ିଆ

0
ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା କରିବା ବେଳେ ନଡ଼ିଆର ଆବଶ୍ୟକତା ରହିଥାଏ। ନଡ଼ିଆ ଓ ନଡ଼ିଆ ପାଣିର ବ୍ୟବହାର ପ୍ରାୟ ସମସ୍ତେ କରିଥାନ୍ତି। ନଡ଼ିଆର ତେଲ ବି ବେଶୀ ବ୍ୟବହାର କରାଯାଇଥାଏ। ଉଭୟ ନଡ଼ିଆ ନଡ଼ିଆ ପାଣିରୁ ଶରୀରକୁ ଶକ୍ତି ମିଳିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।...
black pepper

ଗୋଲମରିଚ ଖାଇଲେ କ’ଣ ଉପକାର ମିଳେ?

0
  ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଗୋଲମରିଚ ଦେହ ପାଇଁ କେତେ ଉପକାରୀ। ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ...
error: Content is protected !!