dont be lazy stay fit

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଜୀବନଶୈଳୀ

0
ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ। -ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ଥାଏ...
kete nua bata_audio episode_6th

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି।...
KNB Season Two Thumbnails (2)

ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’ – ଏଥରର ପ୍ରସଙ୍ଗ ‘କୋଭିଡ ବିରୋଧରେ ଏକାଠି ଲଢ଼ିବା’

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ https://youtu.be/wspaaA453VQ  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ ସିଜିନ ୨’ନଲେଜ୍‌ ପାର୍ଟନର ରାଜ୍ୟ ସରକାରଙ୍କ ‘ମୋ କଲେଜ୍‌’ ଅଭିଯାନଏଥରର ପ୍ରସଙ୍ଗ ଥିଲା ‘କୋଭିଡ୍‌ ବିରୋଧରେ ଏକାଠି ଲଢ଼ିବାକୋଭିଡ୍‌ ସଙ୍କଟ ବେଳେ ସଚେତନତା ଉପରେ ଗୁରୁତ୍ୱକରୋନା ସମୟରେ ଯୁବକଙ୍କ...
dr pinaki panigrahi AIPH University

ସଚେତନ ଓ ସତର୍କ ରହିଲେ ହିଁ କରୋନା ସଂକ୍ରମଣକୁ ରୋକିହେବ – ଡାକ୍ତର ପିନାକୀ ପାଣିଗ୍ରାହୀ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍‌ଠାରୁ ସୁରକ୍ଷିତ ରହିବା ପାଇଁ ୩ଟି ବିଶେଷ ଦିଗ ଉପରେ ଗୁରୁତ୍ୱ ଦେଲେ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ପିନାକୀ ପାଣିଗ୍ରାହୀ।   କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଭାରତରେ...
child-books-study

ପାଠପଢ଼ାରେ କେମିତି ଲଗାଇବେ ପିଲାର ମନ

0
ସବୁ ଅଭିଭାବକ ମାନଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ୍ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି। ଏପରିସ୍ଥଳେ କିଛି ଉପାୟ ଅବଲମ୍ବନ...
mobile

ମୋବାଇଲ୍‌ ଫୋନ୍‌ର ରେଡ଼ିଏସନ୍ ହୋଇପାରେ କ୍ୟାନସରର କାରଣ!

0
ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। ଏଠାରେ ମୋବାଇଲ୍ ଫୋନ୍ କାରଣରୁ ସମ୍ଭାବ୍ୟ...
kete nua bata episode 5

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ପଞ୍ଚମ ଅଧ୍ୟାୟ

0
ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ ଏଥରର ପ୍ରସଙ୍ଗ କୋଭିଡ୍ ସମୟରେ ପିଲାମାନଙ୍କ...
Dhanurasana yoga for girls

ମାସିକ ୠତୁଚକ୍ର ବେଳେ କରନ୍ତୁ ଏହିସବୁ ଯୋଗ

0
ମାସିକ ୠତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଓ ଗୋଡ଼ ହାତ ଯନ୍ତ୍ରଣା ହୋଇଥାଏ। ଏହି ସମୟରେ କିଛିଟା ଯୋଗାସନ ଶରୀର ପାଇଁ ବେଶ୍‌ ଲାଭଦାୟକ। ଯୋଗ ବ୍ୟାୟାମ ଅତ୍ୟଧିକ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ସହିତ ଅଣ୍ଟାବିନ୍ଧା, ପେଟବ୍ୟଥା, ମୁଣ୍ଡବିନ୍ଧା, ମାନସିକ ଚାପ ଅନୁଭବ ହେବା ଆଦି...
sleep with blanket over the head

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଛନ୍ତି କି? ଜାଣିରଖନ୍ତୁ

0
ଶୀତଦିନେ ଅଧିକାଂଶ ଲୋକ କମ୍ବଳ ତଳେ ମୁହଁ ଘୋଡ଼ାଇ ଶୋଇବାକୁ ପସନ୍ଦ କରନ୍ତି। ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ହେଲେ ଆପଣ ଜାଣି ରଖନ୍ତୁ କମ୍ବଳ ତଳେ ମୁହଁ ଘୋଡ଼ାଇ ହୋଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। – ଯେଉଁମାନଙ୍କର ଆଜ୍‌ମା ଓ...

ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଦେଖନ୍ତୁ ବାୟୋଟେକ୍ ଷ୍ଟାର୍ଟଅପ୍ ‘ସାଇଜେନିକା’ର ପ୍ରତିଷ୍ଠାତା ବାଲେଶ୍ୱର ସୋରର ଝିଅ ନୁସରତ୍ ସଂଘମିତ୍ରାଙ୍କ କାହାଣୀ

0
https://youtu.be/vg2xtJ8KOsM ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତାହା ଆଗାମୀ କିଛି ବର୍ଷ ଭିତରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ, ସାରା ପୃଥିବୀରେ, ଏକ ବଳିଷ୍ଠ...
error: Content is protected !!