Home Doctor Advice Dr Satyakam Mohapatra

Dr Satyakam Mohapatra

Dr Satyakam Mohapatra on Stress Management

ମାନସିକ ଚାପରୁ କେମିତି ପାଇବେ ମୁକ୍ତି?

0
https://youtu.be/Uu6knyFzD2M କେମିତି କରିବେ ମାନସିକ ଚାପର ମୁକାବିଲା? ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ଚାପର କାରଣ କ’ଣ?ମାନସିକ ଚାପର ଲକ୍ଷଣ ମାନସିକ ଚାପକୁ କେମିତି କରିବେ ମୁକାବିଲା ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି...

ବାରମ୍ବାର ଛାନିଆ ଲାଗୁଛି କି?

0
https://youtu.be/-wvRNrsTLuI ବାରମ୍ବାର ଛାନିଆ ଲାଗିବା ଏକ ପ୍ରକାରର ମାନସିକ ସମସ୍ୟା। କେମିତି ଏହି ସମସ୍ୟାରୁ ରକ୍ଷା ପାଇବା? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା। ମାନସିକ ଛାନିଆ ରୋଗ କ’ଣ?ଛାନିଆ ରୋଗର ଲକ୍ଷଣଛାନିଆ ରୋଗର କାରଣଛାନିଆ ରୋଗକୁ ଚିହ୍ନଟ କରିବେ କେମିତି?ଛାନିଆ ରୋଗର ଚିକିତ୍ସାଛାନିଆରୁ...

କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

0
ଡାକ୍ତର ସତ୍ୟକାମ ମହାପାତ୍ର ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି...

କ୍ରୋଧ ବା ରାଗ କେମିତି କରିବେ ନିୟନ୍ତ୍ରଣ?

0
https://youtu.be/7OKVFSroVCU କେମିତି ନିଜ କ୍ରୋଧକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କ୍ରୋଧ ବା ରାଗ କାହିଁକି ଲାଗେ?କ୍ରୋଧ କେତେବେଳେ କ୍ଷତିକାରକ?କ୍ରୋଧ ବା ରାଗର କୁପ୍ରଭାବଲୋକେ କ୍ରୋଧକୁ କିପରି ପ୍ରକାଶ କରନ୍ତି?କ୍ରୋଧ ବା ରାଗ ଲାଗିବାର କାରଣ...
error: Content is protected !!