pregnancy

ଅଳ୍ପ ବୟସରେ ଗର୍ଭଧାରଣର ନିରାକରଣ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ...

ଗର୍ଭାବସ୍ଥାରେ ଭ୍ରମଣ କରିବା କେତେ ସୁରକ୍ଷିତ?

0
ଗର୍ଭାବସ୍ଥାରେ ଭ୍ରମଣ କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବାକୁ ମନା କରାଯାଉଥିଲା। ହେଲେ ବର୍ତ୍ତମାନ ମହିଳାମାନେ ସ୍ୱାବଲମ୍ବୀ ଓ କର୍ମଜୀବୀ ହୋଇ ଜୀବନ ନିର୍ବାହ କରୁଛନ୍ତି। ଫଳରେ ଗର୍ଭଧାରଣ କଲା ପରେ ମଧ୍ୟ ତାଙ୍କ ପାଇଁ ଭ୍ରମଣ କରିବା ଜରୁରୀ...
food for pregnant lady

ଗର୍ଭାବସ୍ଥାରେ କ’ଣ ଖାଇବେ ନାହିଁ?

0
ଜାଣନ୍ତୁ, ଗର୍ଭାବସ୍ଥାରେ କ’ଣ ଖାଇବା ଦ୍ଵାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। କଫି, ଚା’ ଆଦି ପିଇବେ ନାହିଁ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏହା ପିଇଲେ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଥାଏ।ଗର୍ଭାବସ୍ଥାରେ ଅମୃତ ଭଣ୍ଡା, ପାଚିଲା ସପୁରୀ, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌, ଅତ୍ୟଧିକ ଲୁଣ ଥିବା...

ନବଜାତ ଶିଶୁକୁ ଜଣ୍ଡିସ୍‌ ହେଲେ କ’ଣ କରିବେ?

0
https://www.youtube.com/embed/PHsjtxkMmKQ ନବଜାତ ଶିଶୁଠାରେ କେଉଁ ଭଳି ଲକ୍ଷଣ ଦେଖାଦେଲେ ଜଣ୍ଡିସ୍ ରୋଗ ହୋଇଛି ବୋଲି ଜାଣିବା? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ସାଧାରଣତଃ ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କହିଲେ ବାପା ମା’ମାନେ...
exercise for pregnancy

ଗର୍ଭାବସ୍ଥାରେ ବ୍ୟାୟାମ କେତେ ଜରୁରୀ?

0
ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ବେଶ ଉପଯୋଗୀ। କିନ୍ତୁ ଏଥିପାଇଁ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ, ଉଭୟ ଶିଶୁ ଏବଂ ମା’ ରହିବେ ସୁସ୍ଥ ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ନେଇ ଅନେକ ମହିଳା ଦ୍ଵନ୍ଦରେ ଥାଆନ୍ତି। କିଛି କ୍ଷେତ୍ରରେ ମହିଳାମାନଙ୍କୁ...
healthy girl

ପିଲାଙ୍କୁ ଫିଟ୍ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

0
ଛୋଟ ବେଳେ ମେଦ ବହୁଳତା ଯୋଗୁଁ ପିଲାମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ପିଲାଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବେ କିପରି ଜାଣି ରଖନ୍ତୁ ସେ ବାବଦରେ। ଅଧିକ ପଢ଼ନ୍ତୁ:ଶିଶୁଙ୍କୁ ଡାଇରିଆରୁ କିପରି ରଖିବେ ସୁରକ୍ଷିତ? ଛୋଟ ବେଳେ ପିଲାମାନେ ନିଜ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ପ୍ରତି...

ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ କ’ଣ ରହିଛି ଏହାର ନିରାକରଣ

0
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (speech and language delay of...

ଛୋଟ ପିଲାଙ୍କ ପାଇଁ ବିପଦ ମୋବାଇଲ ନିଶା

0
https://www.youtube.com/embed/UAZx_QjvJEM ପିଲାଙ୍କଠାରେ କାହିଁକି ବଢୁଛି ମୋବାଇଲ ନିଶା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମଣିଷ ଘଡ଼ିକୁ ଘଡ଼ି ଫୋନର ସ୍କ୍ରିନକୁ ଚାହିଁ ରହିବା ଏକ...

ଗର୍ଭାବସ୍ଥାରେ ଏହିସବୁ କାମ କରନ୍ତୁ ନାହିଁ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭଜନିତ ଜଟିଳତା ଯୋଗୁଁ ମା’ ଓ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ। ତେଣୁ ଗର୍ଭାବସ୍ଥାରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏବଂ ଶେଷ ତିନି ମାସରେ ଜରୁରୀ ନ ଥିଲେ ଆଦୌ ଭ୍ରମଣ କରନ୍ତୁ ନାହିଁ। ଦୁଇ...
breast feeding

ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି କି ନାହିଁ କେମିତି ଜାଣିବେ?

0
ଶିଶୁଟିଏ କୋଳକୁ ଆସିବା ପରେ ଆନନ୍ଦରେ ଆତ୍ମହରା ହୋଇପଡ଼ନ୍ତି ବାପା ମା’। ଶିଶୁଟିକୁ ଲାଳନ ପାଳନ କରିବାର ଦାୟିତ୍ୱ ମଧ୍ୟ ଛୋଟ କଥା ହୋଇନଥାଏ। ପ୍ରଥମ କଥା ହେଉଛି ଶିଶୁଟି ବଢ଼ିବା ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଛି କି ନା ଦେଖିବା। କେମିତି ଜାଣିବେ ଶିଶୁଟିକୁ ଯଥେଷ୍ଟ ମା’...
error: Content is protected !!