ମୁହଁରେ ଅଯଥା କେଶ ଉଠୁଛି କି? କେମିତି ହଟାଇବେ ଜାଣନ୍ତୁ

0
https://www.youtube.com/embed/5dc646XMoYg ମୁହଁରୁ ଅନାବଶ୍ୟକ କେଶକୁ କେମିତି ହଟାଇବେ? ବିଶିଷ୍ଟ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ମୁହଁରେ ଅଯଥା କେଶ କାହିଁକି ହୁଏ?ଅଯଥା କେଶର ଚିକିତ୍ସା କେମିତି କରିବେ?କେମିତି ହୁଏ ଲେଜର ଚିକିତ୍ସାଲେଜର ଚିକିତ୍ସା ପାଇଁ ସାବଧାନତା ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ...

ସୋରିଆସିସ୍‌ରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/gsS6HhX1Fi0 ସୋରିଆସିସ୍‌ କାହିଁକି ହୁଏ? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ବିସ୍ତୃତ ଭାବରେ ଜାଣନ୍ତୁ।  ସୋରିଆସିସ୍ କାହିଁକି ହୁଏ?ସୋରିଆସିସ୍ ରୋଗର ଲକ୍ଷଣସୋରିଆସିସ୍ କେତେ ପ୍ରକାରର?ସୋରିଆସିସ୍ ଡିଆଁ ରୋଗ କି?ଗର୍ଭବତୀ ମହିଳାଙ୍କ ଉପରେ ସୋରିଆସିସର ପ୍ରଭାବସୋରିଆସିସ୍ ରୋଗର ଚିକିତ୍ସାସୋରିଆସିସ୍ ରୋଗୀଙ୍କ ପାଇଁ...
eczema

ଅଧିକ ସମୟ ଓଦା ଡ୍ରେସ୍‌ ପିନ୍ଧି ରହୁଛନ୍ତି କି?

0
ଏକଜିମା ଏକ ପ୍ରକାର ଚର୍ମ ରୋଗ। ତେବେ ଏହି ରୋଗୀମାନଙ୍କୁ ଚିହ୍ନଟ କରିବା କିପରି? ଜାଣନ୍ତୁ ଏହି ରୋଗର କାରଣ ଏବଂ ଲକ୍ଷଣ। ଯାଦୁ, କାଛୁ ଏବଂ କୁଣ୍ଡିଆ ଭଳି ଅନେକ ତ୍ଵଚା ସମ୍ବନ୍ଧୀୟ ରୋଗ ରହିଛି। ଏକଜିମା ରୋଗ ବେଶ ଯନ୍ତ୍ରଣାଦାୟକ ଏବଂ ଦୀର୍ଘ ସ୍ଥାୟୀ ମଧ୍ୟ।...

ଶୀତଦିନେ ବି ଜରୁରୀ ସନ୍‌ସ୍କ୍ରିନ୍‌

0
ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ ସାଧାରଣତଃ ଲୋକମାନେ ଶୀତଦିନେ ସନସ୍କ୍ରିନ୍‌ ବ୍ୟବହାର କରନ୍ତି ନାହିଁ। ସେମାନେ କେବଳ ଖରାଦିନେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଗୁରୁତ୍ୱ ଦେଇଥା’ନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଶୀତଦିନେ ମଧ୍ୟ ଗରମ ଦିନ ପରି ତ୍ୱଚା ଟ୍ୟାନ୍‌ ପଡ଼ିଥାଏ। ତେଣୁ...
Cosmetic Surgery

କସ୍‌ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?

0
https://www.youtube.com/watch?v=v_S5TxH1qlQ କସମେଟିକ୍ ଏବଂ ଲେଜର ସର୍ଜରୀ କ’ଣ? ଏହା କିପରି ହୁଏ? କସମେଟିକ୍ ଏବଂ ଲେଜର ସର୍ଜରୀ କାହିଁକି ଦରକାର? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। କାହିଁକି କରାଯାଏ କସ୍‌ମେଟିକ୍‌ ସର୍ଜରୀ?କେମିତି ହୁଏ ଲେଜର ଚିକିତ୍ସା?ଫେସିଆଲ ରିଜୁଭିନେସନ୍‌ କ’ଣ?ଡାକ୍ତରଙ୍କ ପରାମର୍ଶରେ କରନ୍ତୁ ଲେଜର ଚିକିତ୍ସା ବର୍ତ୍ତମାନ ସମୟରେ କସ୍‌ମେଟିକ୍ ଏବଂ ଲେଜର ସର୍ଜରୀ ଚିକିତ୍ସାର ଚାହିଦା ବେଶ୍...

ଯାଦୁରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/XfHPK_Z0do4 ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଯାଦୁ ବା ଫଙ୍ଗଲ ଇନଫେକ୍ସନ କ’ଣ?ଯାଦୁ ହେବାର କାରଣ ଓ ଲକ୍ଷଣଯାଦୁର ବିଭିନ୍ନ ପ୍ରକାରକେମିତି ସଂକ୍ରମଣ ହୁଏ ଯାଦୁ?ଯାଦୁରୁ କେମିତି ରକ୍ଷା ପାଇବେ?ଯାଦୁର ଚିକିତ୍ସା କେମିତି...

ମଜଭୁତ କେଶ, ଉଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ୫ଟି ପ୍ରଡକ୍ଟ

0
ସୁରକ୍ଷିତ କଳା ଓ ଘନ କେଶ ଏବଂ ଉଜ୍ୱଳ ଓ ଚମକଦାର ତ୍ୱଚା ପାଇଁ ଆପଣାନ୍ତୁ ‘ମାମାଆର୍ଥ’ର 5ଟି ପ୍ରଡକ୍ଟ। ଆଣ୍ଟି ଆକ୍ନେ କିଟ୍ କଥାରେ ଅଛି, ଆପଣଙ୍କ ମୁହଁ ହିଁ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ମୁହଁରେ ବ୍ରଣ, ଡାର୍କ ସର୍କଲ କିମ୍ବା କୌଣସି କଳା ଦାଗ ବାହାରେ,...

ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/MlFTwO4WQLk ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଭାତୁଡ଼ି ସମସ୍ୟା କ’ଣ?ଭାତୁଡ଼ି ଯୋଗୁଁ କ’ଣ ଅସୁବିଧା ହୁଏ?ଭାତୁଡ଼ିର ବିଭିନ୍ନ ପ୍ରକାରକଳାଜାଈ, ଲାଲଜାଈ କ’ଣ?ଭାତୁଡ଼ିର ଚିକିତ୍ସା କେମିତି କରିବେ?ଭାତୁଡ଼ି ହେବାକୁ ରୋକିପାରିବା କି? ଭାତୁଡ଼ି ସମସ୍ୟା...

କାହିଁକି ହୁଏ ସୋରିଆସିସ୍‌ ରୋଗ?

0
https://www.youtube.com/embed/1kOT2KaSbUc ସୋରିଆସିସ୍‌ ରୋଗ କ’ଣ? ଏହା ଏକ ଡିଆଁ ରୋଗ କି? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ସୋରିଆସିସ୍‌ ରୋଗ କ’ଣ?ସୋରିଆସିସ୍‌ କେତେ ପ୍ରକାରର?କେଉଁମାନଙ୍କୁ ସୋରିଆସିସ୍‌ ହେବାର ଆଶଙ୍କା ଅଧିକ?ସୋରିଆସିସ୍‌ ଡିଆଁ ରୋଗ କି?ସୋରିଆସିସ୍‌କୁ...

ଗୋଇଠି ଫାଟି ଦରଜ ହେଉଛି କି? ଜାଣନ୍ତୁ କ’ଣ କରିବେ

0
ସାଧାରଣତଃ ଶୀତଦିନେ ପାଦ ମଇଳା ଓ ଶୁଷ୍କ ହୋଇ ଗୋଇଠି ଫାଟିଥାଏ। ଗୋଇଠି ଫାଟିଲେ ଭୀଷଣ ଜୋରରେ ଦରଜ ଅନୁଭୂତ ହୁଏ। ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଗୋଡ଼ ସଫା କରି ଶୁଅନ୍ତୁ। ଗୋଟେ ଟବ୍‌ରେ ଗରମ ପାଣିରେ ଲୁଣ, ଅଳ୍ପ ସାମ୍ପୋ ମିଶାଇ ପାଦକୁ ୧୫...
error: Content is protected !!