pregnancy

ଏଣିକି ଗର୍ଭବତୀ ମହିଳା ବି ନେଇପାରିବେ କୋଭିଡ୍‌ ଟିକା

0
ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍ ଟିକା ନେଇପାରିବେ। ବିଭିନ୍ନ ପରୀକ୍ଷା ଓ ତର୍ଜମା କରାଯିବା ପରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ପଞ୍ଜୀକରଣ ଯୋଗେ...

ହ୍ୱାଇଟ୍‌ ଡିସ୍‌ଚାର୍ଜ ହେଉଛି କି?

0
https://youtu.be/spwkKoZBMmg କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍‌ ଡିସ୍‌ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ। ହ୍ୱାଇଟ୍‌ ଡିସ୍‌ଚାର୍ଜ ବା ଲ୍ୟୁକୋରିଆ ଏକ ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳାଙ୍କର ଧଳାସ୍ରାବ ହେବା ଏକ ସାଧାରଣ...

ଆଜିଠୁ ଶିଶୁମାନଙ୍କୁ ‘ପିସିଭି’ ଟିକା

0
ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ସାମିଲ କରାଯାଇଛି। ଏହି ଟିକା ଶିଶୁମାନଙ୍କୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ। ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ରାଜ୍ୟ ସରକାରଙ୍କ...

ଗଳାରେ ଦରଜ ହେଉଛି କି?

0
https://youtu.be/J6ygKg0kKTY ଟନ୍‌ସିଲାଇଟିସ୍‌ କ’ଣ? ସର୍ଜରିର ଆବଶ୍ୟକତା କେତେବେଳେ ଦରକାର ପଡ଼େ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ଏନ୍‌ ହିମାଂଶୁ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ। ଟନ୍‌ସିଲାଇଟିସ୍‌ର ପ୍ରକାରଟନ୍‌ସିଲାଇଟିସ୍‌ର ଲକ୍ଷଣ କ’ଣ?ଟନ୍‌ସିଲାଇଟିସ୍‌ର କାରଣ କ’ଣ?ଟନ୍‌ସିଲାଇଟିସ୍‌ ହେଲେ କ’ଣ ଜଟିଳତା ଦେଖାଦିଏ?ଟନ୍‌ସିଲାଇଟିସ୍‌ର ଚିକିତ୍ସା...

ବାପାଙ୍କୁ ହୋଇଥିଲା କ୍ୟାନସର, ଗବେଷଣା କରି ଓଡ଼ିଆ ଝିଅ ବାହାର କଲା କ୍ୟାନସର ଚିକିତ୍ସା ଲାଗି ନୂଆ ବାଟ

0
https://youtu.be/W8WfEpwJGR4 ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଚତୁର୍ଥ ଅଧ୍ୟାୟରେ ଦେଖନ୍ତୁ ବାଲେଶ୍ୱର ସୋରର ଝିଅ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ପ୍ରତିଷ୍ଠାତା ନୁସରତ୍ ସଂଘମିତ୍ରାଙ୍କ କାହାଣୀ   କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି ହେଉଛି କେମୋଥେରାପି। କିନ୍ତୁ ଏହି କେମୋଥେରାପିର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ରୋଗୀମାନେ ବହୁ ଯନ୍ତ୍ରଣା ଓ...

ଜୁନ୍‌ ୩୦ରୁ ଶିଶୁମାନଙ୍କୁ ଦିଆଯିବ ‘ପିସିଭି’ ଟିକା

0
ଏବେ ଶିଶୁମାନଙ୍କ ନିୟମିତ ଟିକାକରଣରେ ସାମିଲ ହେବାକୁ ଯାଉଛି ନିମୋକୋକାଲ କଞ୍ଜୁଗେଟ୍‌ ଟିକା (ପିସିଭି)। ଜୁନ୍‌ ୩୦ରେ ଭର୍ଚୁଆଲ ମୋଡ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାର ଶୁଭାରମ୍ଭ କରିବେ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ...
naba kisore das_kete nua bata

କୋଭିଡ୍ ତୃତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ – ସ୍ୱାସ୍ଥ୍ୟମନ୍ତ୍ରୀ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/QcKQEiq0U-s ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି ରାଜ୍ୟ ସରକାର କିଭଳି ପ୍ରସ୍ତୁତ ହେଉଛନ୍ତି ସେ ବିଷୟରେ ‘କେତେ ନୂଆ ବାଟ...

ଅଣ୍ଟା ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
https://youtu.be/dL8PRHb1QWA ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ, ମୋଟାପଣ ଓ ଭାର ବହନ କାର୍ଯ୍ୟ ଯୋଗୁଁ ଅଣ୍ଟା ଉପରେ ଚାପ ପଡ଼ିଥାଏ। ଫଳରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଅଣ୍ଟା ଯନ୍ତ୍ରଣାର...

ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ?

0
https://youtu.be/cv-5QZ8_KQU ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସଙ୍କ ପରାମର୍ଶ ଜାଣନ୍ତୁ। ପ୍ରସବ ପରେ ସ୍ୱାସ୍ଥ୍ୟ ସମସ୍ୟାପ୍ରସବ ପରେ ମା’ମାନେ କିପରି ନେବେ ନିଜର ଯତ୍ନ?ପ୍ରସବ ପରେ କ’ଣ ଖାଇବେ ନାହିଁ?ମା’ର କ୍ଷୀର ନ...
kete nua bata season_video episode

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’ଆଜି ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କରୋନା ମହାମାରୀର ଏହି ସଙ୍କଟ ସମୟ ସମସ୍ତଙ୍କ ଆଗରେ...
error: Content is protected !!