ପେଟ ଯନ୍ତ୍ରଣାରୁ ଉପଶମ ଦେବ ଏହି ଘରୋଇ ଉପାୟ

0
ଅନେକ ସମୟରେ ଗ୍ୟାସ ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପେଟରେ ଯନ୍ତ୍ରଣା ହୋଇଥାଏ। ତାକୁ ଦୂର କରିବା ଲାଗି ବହୁ ଲୋକ ଔଷଧ ଖାଇଥାନ୍ତି ଯାହାକି ପରବର୍ତ୍ତୀ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଘରୋଇ ଉପାୟରେ ଆପଣ ସେଥିରୁ ଉପଶମ ପାଇପାରିବେ। ଜାଣନ୍ତୁ କେଉଁ ସବୁ ଘରୋଇ...
improper sleep

ନିଦ ଠିକସେ ହେଉନି କି?

0
ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତତା ଯୋଗୁଁ ଯେତିକି ଆବଶ୍ୟକ ସେତିକି ପରିମାଣରେ ନିଦ୍ରାହୀନତା ସମ୍ଭବ ହୋଇପାରୁ ନାହିଁ। ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ ତ କେତେବେଳେ ମୋବାଇଲ୍ ଲୋକଙ୍କ ନିଦ ହଜାଇ ଦେଉଛିା –ଶୋଇବାର ସମୟ ସ୍ଥିର କରନ୍ତୁ। ବିଳମ୍ବିତ ରାତିରେ ଶୋଇଲେ ନିଦ ଭଲ...
throat pain

ଗଳା ସଂକ୍ରମଣରୁ କିପରି ପାଇବେ ରକ୍ଷା

0
ପାଣିପାଗ ବଦଳିବା ସହିତ ବ୍ୟାକ୍ଟେରିଆ ସଂକ୍ରମଣର ଶିକାର ହେଲେ ସର୍ବପ୍ରଥମେ ଗଳାରେ ସଂକ୍ରମଣ ହୋଇଥାଏ। ତେବେ ଏହାକୁ ଉପଚାର ପାଇବା ଘରୋଇ ଉପାୟ ଆପଣାନ୍ତୁ। ସଂକ୍ରମଣ ହୋଇ ଗଳା ଦରଜ ଲାଗୁଥିଲେ ସବୁଠୁ ଭଲ ଉପାୟ ହେଲା ଗରମ ପାଣିରେ ଲୁଣ ମିଶାଇ କୁଳି କରିବା। ଦିନକୁ ୨-୩...
cold water is bad for health

କୋଲ୍ଡ ଡ୍ରିଙ୍କ୍ସ ନୁହେଁ, ଥଣ୍ଡା ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

0
ଆପଣ ଜାଣିଛନ୍ତି, ପ୍ରଚଣ୍ଡ ଖରାରେ ଶରୀରକୁ ତାଜାପଣ ଦେବାକୁ ଆମେ ଯେଉଁ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି ତାହା ଶରୀର ପାଇଁ କେତେ କ୍ଷତିକାରକ ? କୋଲ୍ଡ ଡ୍ରିଙ୍କ୍ସରୁ ହେଉଥିବା କ୍ଷତି ଗରମ ଫଳରେ ଆପଣଙ୍କର ପାଚନ ତନ୍ତ୍ର ଖୁବ୍ ପ୍ରଭାବିତ ହୁଏ। ଏମିତିରେ ଆପଣ ଯେତେବେଳେ ଖରାରେ ବାହାରେ ଥିବାବେଳେ...
Alcohol

ମଦ ପିଇବାର ଲାଳସାକୁ କେମିତି ନିୟନ୍ତ୍ରଣ କରିହେବ?

0
ଗୀତା ଦାସ ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ। କେମିତି ଏହାକୁ ନିୟନ୍ତ୍ରଣ କରିହେବ? ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ ଶର୍କରାର ପରିମାଣ ସମାନ ଅବସ୍ଥାରେ ନ ରହିଲେ ତା’ର ମଦ ପିଇବାର ଇଚ୍ଛା ବହୁତ ବଢ଼ିଯାଏ। ସେଥିଲାଗି ଉପଯୁକ୍ତ...
sunstroke image

ଗରମ ଦିନରେ ସନ୍ ଷ୍ଟ୍ରୋକରୁ ବର୍ତ୍ତିବେ କିପରି?

0
ଏବେ ଭାରତର ପ୍ରାୟ ସବୁ ସ୍ଥାନରେ ହାରାହାରି ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ଏପରି କ୍ଷେତ୍ରରେ ସନ୍ ଷ୍ଟ୍ରୋକ ହେବାର ଆଶଙ୍କା ବି ଅଧିକ ରହିଛି। ସେଥିରୁ ବର୍ତ୍ତିବା ଲାଗି ଆପଣାନ୍ତୁ ଏହି ଟିପ୍ସ। -ଗରମ ଦିନରେ ଖାଲି ଦେହରେ ବୁଲିବା, ଖାଲି ପାଦରେ ଚାଲିବା, ଘରୁ...
angry mood

କାହିଁକି ଛୋଟ ଛୋଟ କଥାରେ ମନକୁ ରାଗ ଆସିଥାଏ? ଜାଣନ୍ତୁ ଏହାର କାରଣ 

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ...

ସୁସ୍ଥ ଶରୀର ଲାଗି ସୁସ୍ଥ ମନର ଆବଶ୍ୟକତା କେତେ?

0
ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ। ତମ୍ବା ପାତ୍ରରେ ପାଣି ପିଅନ୍ତୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ...
stomach pain

ପେଟ ଯନ୍ତ୍ରଣାକୁ ହାଲକା ଭାବେ ନିଅନ୍ତୁ ନାହିଁ, କର୍କଟ ହୋଇପାରେ

0
  ଅଧିକାଂଶ ସମୟରେ ପେଟରେ ଯନ୍ତ୍ରଣା ହେଲେ ଲୋକମାନେ ତାକୁ ହାଲକା ଭାବେ ନେଇଥାନ୍ତି। ଗ୍ୟାସ୍ କିମ୍ବା ଅନ୍ୟ କୌଣସି ସଂକ୍ରମଣ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଭାବିଥାନ୍ତି। ତେଣୁ ମେଡିସିନ୍ ଷ୍ଟୋରରୁ ମେଡିସିନ୍ ଆଣି ଖାଇଥାନ୍ତି। ପରିସ୍ଥିତି ଅତି ଖରାପ ହେଲେ ଯାଇ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି।...

ଖାଲି ପେଟରେ ଖାଆନ୍ତୁ ତୁଳସୀ ପତ୍ର

0
ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଥଣ୍ଡା ଜ୍ୱର, କାଶ ଭଳି ସମସ୍ୟା ଦୂର ହେବା ସହିତ ପାଚନ ଭଲ ହୋଇଥାଏ। -ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି...
error: Content is protected !!