ରାଜ୍ୟରେ ଦିନକରେ ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ

0
ରାଜ୍ୟରେ କରୋନା ସ୍ଥିତି ବେକାବୁ ହେଲାଣି। ଆଜି ରାଜ୍ୟରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୩୫ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୭୪୯ ରହିଛି। ଆଜି ନୂଆପଡ଼ାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ...
corona_Oldpeople

କରୋନା ସଂକ୍ରାନ୍ତୀୟଙ୍କ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

0
ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ ଅତି ଜରୁରୀ ନଥିବା ଚିକିତ୍ସାକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ହେବ। ଉଭୟ...

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ଟିକା ସ୍ଫୁଟନିକ୍ ଭି’କୁ ମିଳିଲା ମଞ୍ଜୁରୀ

0
ବର୍ତ୍ତମାନ ସାରା ଦେଶରେ କରୋନା ଟିକାର ଅଭାବ ଦେଖାଦେଇଛି। ଏହି ସମୟରେ ଟିକାକୁ ନେଇ ଖୁସି ଖବର ଆସିଛି। ଋଷ୍ ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ୍ ଭି’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ସୋମବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ...

ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାରତରେ ଆଜି ଟିକାର ସ୍ଥିତି ଅସମ୍ଭାଳ କାହିଁକି?

0
ସ୍ୱାସ୍ଥ୍ୟପ୍ଲସ୍ ସମ୍ପାଦକୀୟ କୋଭିଡ ପୂର୍ବବର୍ତ୍ତୀ ସମୟରେ ବିଶ୍ୱକୁ ଟିକା ଯୋଗାଉଥିଲା ଭାରତ। ସାରା ପୃଥିବୀର ଟିକା ଚାହିଦାର ପ୍ରାୟ ୬୦% ଉତ୍ପାଦନ ସମ୍ଭାଳି ନେଉଥିଲା ଆମ ଦେଶ। କିନ୍ତୁ ଆଜି ଭାରତରେ ଟିକା ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ଦାୟୀ କିଏ? ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...
error: Content is protected !!