ଅଟିଜିମ୍ – ରୋଗ ନୁହେଁ, ବୁଦ୍ଧିର ବିକାଶରେ ଅସୁବିଧା

0
https://www.youtube.com/watch?v=EYSV6Aq3MPo&t=614s ଅଟିଜିମ୍‌ ହେଲେ ପିଲାର ବୁଦ୍ଧିର ବିକାଶ ହେବାରେ ଅସୁବିଧା ହୋଇଥାଏ। ଅଟିଜିମ୍‌ ବା ସ୍ୱପରାୟଣତା କ’ଣ? ଏହା ହେବାର କାରଣ କ’ଣ? ଏନେଇ ସ୍ପିଚ୍‌ ଲାଙ୍ଗୁଏଜ୍‌ ପାଥୋଲୋଜିଷ୍ଟ ଡାକ୍ତର ସ୍ମରଣିକା ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଅଟିଜିମ୍ ମାନସିକ ରୋଗ ନୁହେଁ। ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସ୍‌ଅର୍ଡର ବା ସ୍ଵପରାୟଣତା ହେଉଛି ମସ୍ତିଷ୍କର ବିକାଶ ସହିତ ଜଡ଼ିତ ଏକ ଅବସ୍ଥା। ଅଟିଜିମ୍‌ ସମସ୍ୟାରେ ପୀଡ଼ିତ ପିଲା ନିଜ ଦୁନିଆରେ ରହିବାକୁ ପସନ୍ଦ କରନ୍ତି, ଯାହା ତା’ର ସାମାଜିକ ଚାଲିଚଳନ ଉପରେ ପ୍ରଭାବ ପକାଇଥାଏ।ଫଳରେ ସେ ଅନ୍ୟମାନଙ୍କ ସହିତ ମିଳାମିଶା କରିବାରେ ତଥା ଅନ୍ୟମାନଙ୍କ ସହ କଥାବାର୍ତ୍ତା ଏବଂ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ସେ ନିଜର...
dyslexia, learning disorder, puzzle

ଅଟିଜିମ୍‌ ରୋଗର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ

0
ଡାକ୍ତର ସତ୍ୟକାମ ମହାପାତ୍ର ଅଟିଜିମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ (childhood developmental disorder), ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ପିଲାଠାରେ ତିନୋଟି ମୁଖ୍ୟ ଲକ୍ଷଣ ଦେଖା ଦେଇଥାଏ।     ପ୍ରଥମଟି ହେଲା poor social communication ଅର୍ଥାତ ଶିଶୁର ଅନ୍ୟମାନଙ୍କ...
error: Content is protected !!