blood test

କାହିଁକି କରାଯାଏ ରକ୍ତ ପରୀକ୍ଷା?

0
ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ ରକ୍ତ ପରୀକ୍ଷାରୁ ହିଁ ଜାଣିହୁଏ। ତେଣୁ କିଛି ଦିନ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇ...

ଆପଣଙ୍କ କେଶ ଅଧିକ ଝଡ଼ୁଛି କି? ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

0
 କେଶ କାହିଁକି ଝଡ଼ିଥାଏ? କେମିତି ନିଜ କେଶର ଯତ୍ନ ନେବେ? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍‌ ବୟସରୁ କେଶ ଝଡ଼ିବା ଫଳରେ ଅନେକ...
mental stress_lockdown

କରୋନା ପାଇଁ ଅନିଶ୍ଚିତ ଭବିଷ୍ୟତ କଥା ଭାବି ମନ ଅସ୍ଥିର କି? ଜାଣନ୍ତୁ କେମିତି ପାଇବେ ମୁକ୍ତି

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। କରୋନା ପାଇଁ ଅନେକ ଲୋକ ଗୃହବନ୍ଦୀ ହୋଇ...

ଲିଭରକୁ ସୁସ୍ଥ ରଖିବାର ଫର୍ମୂଲା

0
ଆସନ୍ତୁ, ଜାଣିବା ଲିଭରକୁ କିପରି ରଖିବେ ସୁସ୍ଥ? ଲିଭର ବା ଯକୃତ ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଶରୀରରେ ଅହରହ କାମ କରିଥାଏ। ଆମେ ଯାହା ବି ଖାଦ୍ୟ, ଔଷଧ ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ...
corona

ଦେଶରେ କରୋନାର ଭୟଙ୍କର ପରିସ୍ଥିତି – ଦିନକରେ ୨ ଲକ୍ଷ ମୁହାଁ କରୋନା ସଂକ୍ରମଣ

0
ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୨୭ ଜଣଙ୍କ ମୃତ୍ୟୁ...

ଆପଣ ଥାଇରଏଡ୍‌ ଔଷଧକୁ ସଠିକ୍‌ ଭାବରେ ଖାଉଛନ୍ତି ତ?

0
ଥାଇରଏଡ୍‌ ଔଷଧକୁ ଯଦି ଜଣେ ବ୍ୟକ୍ତି ଠିକ୍‌ ମାତ୍ରାରେ, ଠିକ୍‌ ପ୍ରଣାଳୀରେ ଓ ଠିକ୍‌ ସମୟରେ ଖାଇବ ତେବେ ଜୀବନସାରା ଖାଇଲେ ବି ତା’ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ। ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ବେକରେ ଥାଏ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ...

ଆଖି ତଳ କଳା ଦାଗ ପଡ଼ୁଛି କି?

0
ଆଖି ତଳେ କଳା ଦାଗ ପଡ଼ିଲେ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ। ମୁହଁର ସୁନ୍ଦରତା ପାଇଁ ଆଖିର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସୁନ୍ଦର ଆଖି ଅନ୍ୟକୁ ଆକୃଷ୍ଟ କରିଥାଏ। କିନ୍ତୁ ଆଖି...

ମଜଭୁତ ହାଡ଼ ପାଇଁ ଖରା ଓ କ୍ଷୀର

0
ସୁସ୍ଥ ଓ ମଜଭୁତ ହାଡ଼ ପାଇଁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡିର ଆବଶ୍ୟକତା ଅଧିକ। ବୟସ ବଢ଼ିବା ସହ ଆମ ହାଡ଼ ଦୁର୍ବଳ ହୋଇଯାଏ। ହାଡ଼ର ଘନତା ବି କମ୍‌ ହୋଇଯାଏ। ଏଥିପାଇଁ ଅଷ୍ଟିଓପୋରୋସିସ୍‌, ଅଷ୍ଟିଓଆର୍ଥାଇଟିସ୍‌, ସ୍ପଣ୍ଡିଲାଇଟିସ୍‌, ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟା ଯନ୍ତ୍ରଣା ଓ ବେକ ଯନ୍ତ୍ରଣା ଭଳି...
e gadget

ମାନସିକ ସ୍ଥିତି ଉପରେ ପ୍ରଭାବ ପକାଏ ସୋସିଆଲ ସାଇଟ

0
ଅଧିକ ସମୟ ସୋସିଆଲ ସାଇଟରେ ନିଜକୁ ବ୍ୟସ୍ତ ରଖିବା ଫଳରେ ପିଲାମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାଵ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସୋସିଆଲ ସାଇଟରୁ ପିଲାଙ୍କୁ କିପରି ଦୂରେଇ ରଖିବା। ଆଜିକାଲି ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଉନ୍ନତ ଧରଣର ମୋବାଇଲ ରହିଛି। ପିଲାଠାରୁ ଆରମ୍ଭ କରି...

ମାସିକ ଋତୁଚକ୍ର ସମୟରେ ପିଅନ୍ତୁ ନାହିଁ ଫ୍ରିଜ୍‌ ପାଣି – ଜାଣନ୍ତୁ କାହିଁକି?

0
ସାଧାରଣଃ ମହିଳାମାନେ ଭାବିଥା’ନ୍ତି ମାସିକ ଋତୁଚକ୍ର ସମୟରେ ଥଣ୍ଡା ପାଣି ପିଇଲେ, ପେଟ ଯନ୍ତ୍ରଣା କମ୍‌ ହୋଇଥାଏ। କିନ୍ତୁ ଏହି ସମୟରେ ଥଣ୍ଡା ପାଣି ପିଇଲେ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ। ଡାକ୍ତରମାନେ ପିରିୟଡ୍‌ ସମୟରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦେଇଥା’ନ୍ତି। ମାସିକ ଋତୁଚକ୍ରର ପାଞ୍ଚ ଦିନ...
error: Content is protected !!