‘ବିଶ୍ୱ ହୃଦୟ ଦିବସ’ – ହାର୍ଟକୁ ସୁସ୍ଥ ରଖିବେ କେମିତି?
https://youtu.be/y7B7kdrt7rw
ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’(World heart day) ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ।...
ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ
ପଲ୍ଲବୀ ସାବତ
ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ...
ବ୍ରେକ୍ଫାଷ୍ଟରେ ଖାଆନ୍ତୁ ପୁଷ୍ଟିକର ବେସନ ସୁଜି ପିଠା – ଜାଣନ୍ତୁ ପ୍ରସ୍ତୁତି
ପଲ୍ଲବୀ ସାବତ
ବ୍ରେକ୍ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ।
ଆବଶ୍ୟକୀୟ ସାମଗ୍ରୀ
ବେସନ – ୧ କପ୍ସୁଜି – ୨ କପ୍ଦହି – ୧ କପ୍କ୍ୟାପ୍ସିକମ୍ - ୧ଟାପିଆଜ – ୧ଟାଟମାଟୋ – ୧ଟାକଞ୍ଚାଲଙ୍କା – ୧ଟାଧନିଆପତ୍ର ମୁଠାଏଅଦା ରସୁଣ ପେଷ୍ଟ – ୧...
ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍ମା, ଜାଣନ୍ତୁ ପ୍ରସ୍ତୁତି?
ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍ମା। ଜାଣନ୍ତୁ ଏହାର ପ୍ରସ୍ତୁତି?
ଆବଶ୍ୟକୀୟ ସାମଗ୍ରୀ:-
ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)ଟମାଟୋ ଫାଳେଲୁଣ, ହଳଦିଗୁଣ୍ଡଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡଶୁଖିଲା ଲଙ୍କା...
ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍ – ଜାଣନ୍ତୁ ଏହାର ପ୍ରସ୍ତୁତି
ପଲ୍ଲବୀ ସାବତ
ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?
ଆବଶ୍ୟକୀୟ ସାମଗ୍ରୀ
ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚଜିରା ଗୁଣ୍ଡ - ଛୋଟ ଚାମଚରେ ଅଧ ଚାମଚବିଟ ଲୁଣ – ଅଧ...
ଆଇସିୟୁରେ କେମିତି ହୁଏ ଚିକିତ୍ସା?
https://youtu.be/x6SeYi0kLHM
ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ।
ଆଇସିୟୁ (ICU) କ’ଣ?ଆଇସିୟୁରେ କେମିତି ହୁଏ ଚିକିତ୍ସା?କେଉଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଏ?କେତେ ଦିନ...
ହାଡ଼କୁ ମଜଭୁତ କରେ ମଟନ ସୁପ୍, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?
ପଲ୍ଳବୀ ସାବତ
ଛେଳି ଗୋଡ଼ରେ ତିଆରି ସୁପ୍ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ।
ଆବଶ୍ୟକୀୟ ସାମଗ୍ରୀ
ମଟନ୍ ଗୋଡ଼ – ୨୦୦ ଗ୍ରାମ୍
ଗୋଲମରିଚ – ୧୦ ଗ୍ରାମ୍
ବାର୍ଲି ପାଉଡର – ୧୦ ଗ୍ରାମ୍
କୋଳଥ ଡାଲି – ୧୦ ଗ୍ରାମ୍
ପ୍ରସ୍ତୁତି ପ୍ରଣାଳୀ
ଛେଳି ଗୋଡ଼ର ଛୋଟ...
ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?
https://youtu.be/gexp-yZE0YM
ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ମାମୋଗ୍ରାମ୍ କ’ଣ?କେତେବେଳେ କରିବେ ମାମୋଗ୍ରାଫି?ସ୍ତନ କର୍କଟର ଲକ୍ଷଣ ଥିଲେ...
ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ
ଅଧିକ ପଢ଼ନ୍ତୁ: ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି କି ନାହିଁ କେମିତି ଜାଣିବେ?
ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ...
ଗଣ୍ଠି ଫୁଲିଯିବା, ଗଣ୍ଠି ବଙ୍କା ହୋଇଯିବା ହେଉଛି ରୁମାଟଏଡ୍ ଆର୍ଥ୍ରାଇଟିସ୍ର ଲକ୍ଷଣ
https://youtu.be/wNUSGt66oAY
ରୁମାଟଏଡ୍ ଆର୍ଥ୍ରାଇଟିସ୍ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା ।
ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣରୁମାଟଏଡ୍ ଆର୍ଥ୍ରାଇଟିସ୍ର କାରଣ କ’ଣ?ରୁମାଟଏଡ୍ ଆର୍ଥ୍ରାଇଟିସ୍ କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରିପାରେ?ରୁମାଟଏଡ୍ ଆର୍ଥ୍ରାଇଟିସର ପରୀକ୍ଷାରୁମାଟଏଡ୍...