fish fry

ମାଛ ଶରୀର ପାଇଁ କେତେ ଉପକାରୀ?

0
ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଏଥିରେ ମିନେରାଲ୍ସ ଭିଟାମିନ୍ସ ଓ ବହୁ ଉପକାର ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ବହୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇହେବ। କାହିଁକି ଖାଇବେ ମାଛ: ଏମିତିରେ...
food that prevent blood pressure

ଉଚ୍ଚ ରକ୍ତଚାପରୁ ରକ୍ଷା କରିବ ଏହି ଖାଦ୍ୟ

0
ଉଚ୍ଚ ରକ୍ତଚାପ ଦୂର ପାଇଁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ। ବିଶେଷକରି ବନ୍ଧାକୋବି, ପାଳଙ୍ଗ ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଖୁବ୍ ସହାୟତା କରିଥାଏ। ପୋଟାସିୟମରେ ଭରପୁର ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମିଥାଏ। ଯାହାଫଳରେ କି ରକ୍ତଚାପ ନିୟନ୍ତ୍ରିତ ହୁଏ।ସର ରହିତ...
heart attack

ଶରୀରରେ ପୋଟାସିୟମର ଅଭାବ ହେଲେ ହୋଇପାରେ ହୃଦଘାତ

0
ନିୟମିତ ଭାବେ ଖାଦ୍ୟରେ ପୋଟାସିୟମକୁ ସାମିଲ କରିବା ଦ୍ୱାରା ରକ୍ତଚାପ ଏବଂ ହୃଦଘାତ ହେବାର ଆଶଙ୍କା କମିଯାଏ। ଏହା ଅଷ୍ଟିଓପୋରୋସିସ୍ ଏବଂ କିଡ୍ନି ଷ୍ଟୋନ୍ ହେବାର ଆଶଙ୍କାକୁ ବି କମାଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ ଆପଣ ପୋଟାସିୟମ ପାଇପାରିବେ। ତରଭୁଜ: ଖରାଦିନ ମିଳୁଥିବା ଏହି ଫଳ...
child

ପିଲାଙ୍କ ମୋଟାପାକୁ ଏଭଳି କରନ୍ତୁ ନିୟନ୍ତ୍ରିତ

0
ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ। ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଖେଳନାରେ ଖେଳିବା...
blood purify food

ରକ୍ତକୁ ଶୁଦ୍ଧ କରିବ ଏହି ଖାଦ୍ୟ

0
ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ, ହରମୋନ୍, ଫ୍ୟାଟ୍ ଏବଂ ଶର୍କରା ପହଞ୍ଚାଇବାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତାକୁ ନିୟନ୍ତ୍ରିତ କରିବା ଯାଏ ରକ୍ତ ଆମର ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ତେଣୁ ଶରୀର ଠିକ୍ ଭାବେ କାମ କରିବା ଲାଗି ରକ୍ତ ଶୁଦ୍ଧ ହେବା...
iq level of your child

ପିଲାଙ୍କର ଆଇକ୍ୟୁ ସ୍ତର ବଢାଇବେ କିପରି?

0
ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ...
baby-overfeeding

ପିଲାଙ୍କୁ ଜବରଦସ୍ତି ଖୁଆନ୍ତୁ ନାହିଁ, ହୋଇପାରେ ଓଭରଫିଡିଂ

0
ପିଲା କିପରି ଭଲରେ ଖାଇବ ସେ ନେଇ ସବୁ ମା’ ଚିନ୍ତା କରନ୍ତି। ଏହି ଚିନ୍ତାଯୋଗୁ ସେମାନେ ଜବରଦସ୍ତ ପିଲାକୁ ଅଧିକ ଖୁଆଇଥାନ୍ତିି। କିନ୍ତୁ ପ୍ରକୃତରେ ଏପରି କରିବା ଠିକ୍ ନୁହେଁ। ଛୋଟ ପିଲାମାନଙ୍କର ପେଟ ଅଳ୍ପରେ ପୂରି ଯାଇଥାଏ। ତେଣୁ ସେମାନେ ଅଧିକ ଖାଇପାରନ୍ତି ନାହିଁ। ତେବେ...
cucumber juice

କାକୁଡ଼ି ଖାଇବାର ଉପକାରିତା

0
ସ୍ୱାଦରେ ମଧୁର ହୋଇଥିବା କାକୁଡ଼ିରେ ଭିଟାମିନ୍, ମିନେରାଲ୍ସ, ପୋଟାସିୟମ ଏବଂ ଫସଫରସ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଓଜନ କମ୍ କରିବାରେ ମଧ୍ୟ ସହାୟକ ହୁଏ। କାକୁଡ଼ିରେ ୨୫ ପ୍ରତିଶତ ପାଣି ଥିବାରୁ ଏହା କେବଳ ଯେ ଭୋକ ପ୍ରଶମିତ କରେ ତା’ ନୁହେଁ, ମେଟାବୋଲିଜିମ୍ ପ୍ରକ୍ରିୟାକୁ...
viral fever

ଭାଇରାଲ୍ ଫିଭରର ଘରୋଇ ଉପଚାର

0
ଭାଇରାଲ୍‌ ଫିଭର ଚିକିତ୍ସାର ଚାବିକାଠି ଆମ ରୋଷେଇ ଘରେ ଅଛି ଭାଇରାଲ୍ ଫିଭର ବା ଭୁତାଣୁଜନିତ ସଂକ୍ରମଣ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଏହା ମଧ୍ୟ ବଡ଼ମାନଙ୍କଠାରୁ ପିଲାମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଯାଏ। ଭାଇରାଲ୍ ଫିଭରରେ ଜ୍ୱର, ତଣ୍ଟି...
diabetes patient

ଡାଇବେଟିସ ଚିକିତ୍ସା ପାଇଁ ପ୍ରକୃତିର ୫ଟି ଉପହାର

1
ଘି କୁଆଁରୀ, ଡାଲଚିନି, କଲରା, ମେଥି ଓ ଅଦାକୁ ଦୈନନ୍ଦିନ ଆହାରରେ ସାମିଲ୍ କରନ୍ତୁ ଓ ଡାଇବେଟିସ ନିୟନ୍ତ୍ରଣ କରନ୍ତୁ। ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି...
error: Content is protected !!