coronavirus

‘କୋରୋନା’ ଭାଇରସ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ..

0
ଚୀନର ଉହାନରୁ ସୃଷ୍ଟି ହୋଇଛି ଭୟଙ୍କର କୋରୋନା ଭାଇରାସ। ଏହା କେବଳ ଚୀନ ନୁହେଁ, ଭାରତ ସମେତ ଆମେରିକା ଓ ୟୁରୋପରେ ମଧ୍ୟ ଏହି ଭାଇରସ୍‌ ମାତିବାରେ ଲାଗିଛି। କୋରୋନା ଭାଇରସ୍‌ରେ ଚୀନରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଇଥିବା ସୂଚନା...
kete nua bata season_video episode

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ଜରୁରୀ ସେବା’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/WxbZ6Yx81vM ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ଜରୁରୀ ସେବା’ କୋଭିଡ୍ ମହାମାରୀ ଉଭୟ ଜୀବନ ଓ ଜୀବିକା ଉପରେ ଶକ୍ତ ପ୍ରହାର କରିଛି। ଗୋଟେ ପଟେ ସଂକ୍ରମଣରେ...
mental peace during quarantine

ଲକଡାଉନ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ଲକ୍ ଡାଉନ୍...
baasi roti

ପେଟ ଥଣ୍ଡା ରଖିବା ପାଇଁ ଖାଆନ୍ତୁ ବାସି ରୁଟି

0
ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ବେଳେବେଳେ ରାତି ଖାଦ୍ୟ ପାଇଁ ପ୍ରସ୍ତୁତ ରୁଟି ବଳିଯାଇଥାଏ। ସେଇ ରୁଟିକୁ ଆମେ ସାଧାରଣତଃ ପଶୁ ପକ୍ଷୀଙ୍କୁ ଦେଇଥାନ୍ତି। କିନ୍ତୁ...
cancer cells

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

0
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। କର୍କଟ ରୋଗ କାହିଁକି ହୁଏ ଏବଂ କେଉଁ ବର୍ଗର ଲୋକଙ୍କୁ ଏହା ଆକ୍ରାନ୍ତ କରେ ସେ ସମ୍ପର୍କରେ...

କରୋନା ଟେନ୍‌ସନ୍‌ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗ ସାଥୀଙ୍କ ସହିତ ମିଳାମିଶା ମଧ୍ୟ ବନ୍ଦ...

ନିମ୍ବ ପତ୍ର ଚୋବାଇଲେ ମିଳିଥାଏ ଏହି ଫାଇଦା

0
ନିମ୍ବ ପତ୍ରର ଫାଇଦା ସଭିଏଁ ଜାଣନ୍ତି। ହେଲେ ନିମ୍ବ ପତ୍ର ଚୋବାଇଲେ ବି ବିଭିନ୍ନ ଫାଇଦା ମିଳିଥାଏ। ଏକଥା ଖୁବ୍‌ କମ୍‌ ଲୋକ ଜାଣନ୍ତି। ନିମ୍ବ ପତ୍ରରେ  ବହୁମାତ୍ରାରେ ଔଷଧୀୟ ଗୁଣ ରହିଥାଏ। ନିମ୍ବ ପତ୍ରରେ ଏମିତି କିଛି ଗୁଣ ରହିଛି ଯାହାଦ୍ୱାରା ଶରୀରକୁ ଲାଭ ମିଳିଥାଏ। ଚର୍ମ...
Kete Nua Bata

‘କେତେ ନୂଆ ବାଟ ସିଜିନ ୨’ – ଭିଡିଓ ସିରିଜର ଚତୁର୍ଥ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ...

0
ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/Z3VEVIXbC8E  ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍‌ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା’ କରୋନା ଯୋଗୁଁ ଘରେ ଘରେ ଏବେ ଆର୍ଥିକ ସମସ୍ୟା ଦେଖାଦେଇଛି। ଫଳରେ ଅନେକ ପରିବାରରେ ଅଶାନ୍ତିର...
swasthya.plus

‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’- ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍

1
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...
breast cancer effects

ସାବଧାନ! ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ

0
ମହିଳାଙ୍କୁ ହେଉଥିବା କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଖୁବ୍ ସାଧାରଣ। ଭାରତରେ ସବୁଠୁ ଅଧିକ ମହିଳା ଏହି ରୋଗର ଶିକାର ହେଉଛନ୍ତି। ଏକ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି। ପରିବାରରେ ପୂର୍ବରୁ କାହାକୁ...
error: Content is protected !!