talented children

କେମିତି ଜାଣିବେ ଆପଣଙ୍କ ପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ?

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି? ୩ ବର୍ଷ ତଳ ପିଲାଙ୍କ ପାଇଁ ସେପରି କିଛି ବୁଦ୍ଧି ପରୀକ୍ଷା ନାହିଁ କହିଲେ ଚଳେ। ତେବେ ନିଜ ପିଲାଟି ବୁଦ୍ଧିହୀନ ନା...
parents child argument

ପିଲାଙ୍କ ମଧ୍ୟରେ ଝଗଡ଼ା ହେଲେ କିପରି କରିବେ ସମାଧାନ?

0
ପିଲାମାନେ ଝଗଡ଼ା କରୁଥିଲେ ବାପା ମା’ କ’ଣ କରିବା ଦରକାର? କେତେବେଳେ ଚୁପ ରହିବା ଆବଶ୍ୟକ? କେତେବେଳେ ସେମାନଙ୍କର ଝଗଡ଼ାର ସମାଧାନ ପାଇଁ ଉଦ୍ୟମ କରିବା ଦରକାର, ଆସନ୍ତୁ ଜାଣିବା ସେ ବିଷୟରେ ପାଖାପାଖି ବୟସର ପିଲାମାନେ ପରସ୍ପର ସହ ଝଗଡ଼ା କରିବା ସ୍ୱାଭାବିକ କଥା। କିଛି ସମୟ...

ପୂଜାରେ ନିଅନ୍ତୁ ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ

0
ପାର୍ବଣ ସମୟରେ ବୁଲିବାର ମଜା ନିଆରା। ପୁଣି ଛୋଟ ପିଲାମାନେ ସେହି ବୁଲାବୁଲିକୁ ଅଧିକ ଉପଭୋଗ କରିଥାନ୍ତି। ତେବେ ବୁଲାବୁଲି ସମୟରେ ସେମାନେ ମେଳାରେ ଯେଉଁ ଏପଟସେପଟ ଖାଦ୍ୟ ଖାଇ ଦିଅନ୍ତି ତାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏପରିସ୍ଥଳେ ଏହି ସମୟରେ କିଭଳି...
Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...

କର୍ମଜୀବୀ ଗର୍ଭବତୀ ମହିଳା ଏହା ଜାଣିରଖନ୍ତୁ

0
କର୍ମଜୀବୀ ମହିଳାଙ୍କୁ ଅଫିସ ସହିତ ଘରର ଦାୟିତ୍ୱ ତ ନିର୍ବାହ କରିବାକୁ ପଡ଼ିଥାଏ। ତେବେ ଗର୍ଭାବସ୍ଥା ସମୟରେ ଏସବୁ ସହ ନିଜର ମଧ୍ୟ ଯତ୍ନ ନେବା ଜରୁରୀ। -କାର ଚଳାଉଥିଲେ ପ୍ରଥମ ଦୁଇମାସ ତ କିଛି ସମସ୍ୟା ହୋଇନଥାଏ। ତେବେ ତୃତୀୟ ମାସଠାରୁ ସିଟ ବେଲଟ ପିନ୍ଧିବାରେ ସମସ୍ୟା...
healthy food

ସନ୍ତାନ ଜନ୍ମ ପରେ ମା’ମାନେ କ’ଣ ଖାଇବେ?

0
ସନ୍ତାନ ଜନ୍ମ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ରକ୍ତସ୍ରାବ ଯୋଗୁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ସେମାନେ ଏକ ପ୍ରକାର ଅତ୍ୟଧିକ ଥଣ୍ଡା ସ୍ଥିତିରେ ଥାଆନ୍ତି। ଅର୍ଥାତ୍ ସେମାନଙ୍କର ଶରୀରର ତାପମାତ୍ରା କମିଯାଏ। ଏଭଳିସ୍ଥଳରେ ମା’ ମାନଙ୍କର ଖାଦ୍ୟ ଉପରେ...
weight loose

ସନ୍ତାନ ପ୍ରସବ ପରେ ଓଜନ କମାଇବେ କିପରି?

0
ଗର୍ଭାବସ୍ଥା ପରେ ଓଜନ କମାଇବା ଲାଗି ଡାଏଟରେ କ’ଣ ସାମିଲ କରିବେ ତାହା ଜାଣନ୍ତୁ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ସାମାନ୍ୟ ପରିବର୍ତ୍ତନ ତ ହୋଇଥାଏ। ଯେପରିକି ଓଜନ ବଢ଼ିବା, ପେଟ ବାହାରକୁ ବାହାରିବା ଇତ୍ୟାଦି। ତେବେ ସେଥିଯୋଗୁ ବ୍ୟତିବ୍ୟସ୍ତ ହୋଇ ଡାଏଟରେ ଅଚାନକ ପରିବର୍ତ୍ତନ କଲେ ଆପଣ...
baby teeth

ପିଲାଙ୍କ ଦାନ୍ତର ଯତ୍ନ ନେବେ କିପରି

0
ଛୋଟ ପିଲାଙ୍କର କ୍ଷୀରଖିଆ ଦାନ୍ତ ସ୍ଥାୟୀ ଦାନ୍ତର ଆଧାର ହୋଇଥାଏ। ଯଦି ସେହି ଦାନ୍ତର ବିକାଶ ଠିକ୍ ଭାବେ ନ ହେବ ତା’ହେଲେ ସ୍ଥାୟୀ ଦାନ୍ତର ତିଆରି ବିଗିଡ଼ି ଯିବାର ଆଶଙ୍କା ରହିଥାଏ। ସମୟ ସମୟରେ ଦାନ୍ତ ତେଢ଼ାମେଢା ବି ହୋଇଯାଏ। ତେଣୁ ଛୋଟବେଳୁ ଦାନ୍ତର ଯତ୍ନନେବା...
Pregnant woman relaxing in nature

ଗର୍ଭଧାରଣ କ୍ଷମତା ବଢ଼ାଇବେ କିପରି

0
ମହିଳାମାନଙ୍କର ପ୍ରଜନନ କ୍ଷମତା ୨୦ ବର୍ଷ ବୟସରେ ସବୁଠୁ ଅଧିକ ଥାଏ। ବୟସ ସହିତ ତାହା କମେ। ୩୫ ବର୍ଷ ବୟସରୁ ତାହା କମିବା ଆରମ୍ଭ କରିଥାଏ। ତେବେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଆଜିକାଲି ତା’ ଠାରୁ କମ୍ ବୟସରେ ମଧ୍ୟ ପ୍ରଜନନ କ୍ଷମତା କମୁଛି। ସେହି ସମସ୍ୟାରୁ...
iq level of your child

ପିଲାଙ୍କର ଆଇକ୍ୟୁ ସ୍ତର ବଢାଇବେ କିପରି?

0
ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ...
error: Content is protected !!