ଗୋଇଠି ଫାଟି ଦରଜ ହେଉଛି କି? ଜାଣନ୍ତୁ କ’ଣ କରିବେ

0
ସାଧାରଣତଃ ଶୀତଦିନେ ପାଦ ମଇଳା ଓ ଶୁଷ୍କ ହୋଇ ଗୋଇଠି ଫାଟିଥାଏ। ଗୋଇଠି ଫାଟିଲେ ଭୀଷଣ ଜୋରରେ ଦରଜ ଅନୁଭୂତ ହୁଏ। ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଗୋଡ଼ ସଫା କରି ଶୁଅନ୍ତୁ। ଗୋଟେ ଟବ୍‌ରେ ଗରମ ପାଣିରେ ଲୁଣ, ଅଳ୍ପ ସାମ୍ପୋ ମିଶାଇ ପାଦକୁ ୧୫...
pimple face

ବ୍ରଣକୁ ନେଇ କରନ୍ତୁ ନାହିଁ ଏହିସବୁ ଭୁଲ

0
ଶରୀରର ଦର୍ପଣ ହେଉଛି ମୁଖ। ମୁହଁରେ କିଛି ବାହାରିଲେ ଏହା ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ। ବ୍ରଣ ହେଉଛି ଗ୍ଲାଣ୍ଡୁଲାର ସମସ୍ୟା। ଏହା ସାଧାରଣତଃ ହରମୋନ୍‌ରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ତେଲ ତିଆରି କରୁଥିବା ଗ୍ରନ୍ଥିରେ ବ୍ଲକେଜ୍‌ ହେଲେ ମୁହଁରେ ବ୍ରଣ ବାହାରେ। ୯୦ ପ୍ରତିଶତ ଲୋକଙ୍କଠାରେ ବ୍ରଣ...
error: Content is protected !!