insomnia

ରାତିରେ ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗୁଛି କି?

0
ରାତିରେ ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗିବା ହେଉଛି ନିଦ୍ରାହୀନତାର କାରଣ। ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବାବେଳେ ଏବେ ଯୁବପିଢ଼ି ଅନିଦ୍ରା ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ବେଳେ ବେଳେ...
using earphone bad for health

ଅଧିକ ସମୟ ଧରି ଇୟର ଫୋନ୍ ବ୍ୟବହାର କରୁଛନ୍ତି କି?

0
ବର୍ତ୍ତମାନର ଯୁବପିଢ଼ିଙ୍କ ପାଖରେ ଗୋଟେ ନା ଗୋଟେ ଇୟର ଫୋନ୍ ରହିଥାଏ। କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥା’ନ୍ତି, ତ କିଏ ଇୟର ଫୋନ୍ ବ୍ୟବହାର କରି କଥା ହୋଇଥା’ନ୍ତି। ଯଦି କାନରେ ଘଣ୍ଟା ଘଣ୍ଟା ଦେଇ ଗୀତ ଶୁଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା...
smart kid

ଆପଣଙ୍କ ପିଲା ବୁଦ୍ଧିମାନ କି ନୁହଁ ଜାଣିବେ କିପରି?

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି? ୩ ବର୍ଷ ତଳ ପିଲାଙ୍କ ପାଇଁ ସେପରି କିଛି ବୁଦ୍ଧି ପରୀକ୍ଷା ନାହିଁ କହିଲେ ଚଳେ। ତେବେ ନିଜ ପିଲାଟି ବୁଦ୍ଧିହୀନ ନା ନୁହେଁ ଜାଣିବେ...

କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
କରୋନା ସମୟରେ ସମସ୍ତେ ଚାପଗ୍ରସ୍ତ କାହିଁକି ନା ମହାମାରୀର ରୂପ ଭୟଙ୍କର ହେଉଛି। ତେଣୁ କେବେବି ଏଭଳି ପରିସ୍ଥିତି ସାମ୍ନା କରିନଥିବା ଯୁବପିଢ଼ି ଚାପଗ୍ରସ୍ତ ହେବା ସ୍ୱାଭାବିକ କଥା।  ସ୍କୁଲରେ ସାଙ୍ଗସାଥୀଙ୍କ ସହ ପାଠପଢ଼ିବା ହେଉ କି ଖାଇବା ଛୁଟିରେ ସାଙ୍ଗସାଥୀଙ୍କ ସହ ଆଇସ୍‌କ୍ରିମ୍‌ ଖାଇବା ହେଉ ଏଭଳି...

ପିଲାର ବୁଦ୍ଧିର କ୍ଷମତା କେତେ?

0
https://www.youtube.com/embed/4mHuFo_o4nY କେମିତି ଜାଣିବେ ଗୋଟେ ପିଲାର ବୁଦ୍ଧିର କ୍ଷମତା କେତେ? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ପ୍ରତ୍ୟେକ ପିଲା ଅଲଗା। ଶାରୀରିକ ଏବଂ ମାନସିକ ଭାବେ ଭିନ୍ନ। ତେଣୁ ସମାନ ପିତାମାତା, ସମାନ ପରିବାର, ସମାନ ପରିବେଶ ହେଲେ ମଧ୍ୟ ଗୋଟିଏ ପିଲାର...
Dhanurasana yoga for girls

ମାସିକ ୠତୁଚକ୍ର ବେଳେ କରନ୍ତୁ ଏହିସବୁ ଯୋଗ

0
ମାସିକ ୠତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଓ ଗୋଡ଼ ହାତ ଯନ୍ତ୍ରଣା ହୋଇଥାଏ। ଏହି ସମୟରେ କିଛିଟା ଯୋଗାସନ ଶରୀର ପାଇଁ ବେଶ୍‌ ଲାଭଦାୟକ। ଯୋଗ ବ୍ୟାୟାମ ଅତ୍ୟଧିକ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ସହିତ ଅଣ୍ଟାବିନ୍ଧା, ପେଟବ୍ୟଥା, ମୁଣ୍ଡବିନ୍ଧା, ମାନସିକ ଚାପ ଅନୁଭବ ହେବା ଆଦି...
lonliness of young people

କାହିଁକି ଯୁବପିଢ଼ି ଏକୁଟିଆପଣର ଶିକାର ହୋଇଥାନ୍ତି?

0
-୨୩ରୁ ୩୫ ବର୍ଷୀୟ ଯୁବକମାନେ ଅଧିକ ଏକୁଟିଆ -୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ନିକଟରେ ବିବିସି ଦ୍ୱାରା ସାରା ବିଶ୍ୱରେ ୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଆଜିକାଲି ଯୁବପିଢ଼ି ସବୁଠୁ ଅଧିକ ଏକୁଟିଆପଣର ଶିକାର ହେଉଛନ୍ତି। ବିଶେଷକରି ୨୩ରୁ ୩୫ ବର୍ଷୀୟ...
online video game for child

ନିଶାଦ୍ରବ୍ୟଠାରୁ ଅଧିକ ବିପଦ ଅନଲାଇନ ଭିଡିଓ ଗେମ

0
ଅନଲାଇନ ଭିଡିଓ ଗେମ କେତେ ବିପଦ ସେନେଇ ଡାକ୍ତର ସମ୍ରାଟ କରଙ୍କ କ'ଣ ମତ ରହିଛି ଆସନ୍ତୁ ଜାଣିବା। ଆଜିକା ଡିଜିଟାଲ ଯୁଗରେ ପିଲାଙ୍କଠୁ ଆରମ୍ଭ କରି ବଡ଼ଲୋକ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ ଭିଡିଓ ଗେମରେ ମଜ୍ଜି ରହୁଛନ୍ତି। ଅନଲାଇନ ଭିଡିଓ ଗେମ ମାୟା ଜାଲରେ ବର୍ତ୍ତମାନର ଛାତ୍ର...

ମାନସିକ ଚାପ କାରଣରୁ ହୋଇପାରେ ଏସିଡିଟି

0
ଅତ୍ୟଧିକ ମାନସିକ ଚାପ ଶରୀରରେ ଏସିଡିଟି ଭଳି ଅନେକ ସମସ୍ୟା ସୃଷ୍ଟି କରାଏ। ପେଟରେ ଗ୍ୟାଷ୍ଟ୍ରିକ, ଅଲସର ଏବଂ ବିଭିନ୍ନ ସଂକ୍ରମଣ ଚାପ କାରଣରୁ ହୋଇଥାଏ। ମାନସିକ ଚାପ କେବଳ ମସ୍ତିଷ୍କ ଉପରେ ନୁହେଁ ବରଂ ଏହା ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଏ। ଏହା ଯୋଗୁଁ ଶରୀରରେ...
kids argument

ଲକ୍‌ଡାଉନ: ଘରେ ପିଲାଙ୍କ ଝଗଡ଼ା ନେଇ ଟେନସନ କି?

0
ଲକ୍‌ଡାଉନ ପାଇଁ ପିଲାମାନେ ଏବେ ଘରେ ଅଛନ୍ତି। ଏହା ସ୍ୱାଭାବିକ ଯେ ସେମାନଙ୍କ ଭିତରେ ଝଗଡ଼ା ନିଶ୍ଚୟ ହେଉଥିବ। ଆପଣ ତାଙ୍କ ଝଗଡ଼ା ଭାଙ୍ଗିବାକୁ କିଛି ଟିପ୍ସ ଆପଣାନ୍ତୁ। ଯଦି ପିଲାମାନେ ଘରେ ଅଛନ୍ତି, ତେବେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିଶ୍ଚିତ। ପିଲାମାନଙ୍କ ଝଗଡ଼ାକୁ ସମ୍ଭାଳିବା ଓ...
error: Content is protected !!