sleepless night

ରାତିରେ ଡେରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି, ହୋଇପାରେ ଏହି ସମସ୍ୟା?

0
ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ। ସାଧାରଣ ଭାବରେ...
mental problem

ମାନସିକ ସମସ୍ୟା: ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି)

0
ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି) ଏଭଳି ମନୋବୈଜ୍ଞାନିକ ସମସ୍ୟା ଯାହାଦ୍ୱାରା ଏଥିରେ ପୀଡ଼ିତ ବ୍ୟକ୍ତି ମନରେ ସବୁବେଳେ ଗୋଟିଏ କଥା ଆସେ କିମ୍ବା ସେ ଗୋଟିଏ କାମକୁ ବାରମ୍ବାର କରିବାକୁ ବାଧ୍ୟ ହୋଇଥାଏ। ଏଭଳି କାହିଁକି ହୁଏ, ଏହାର କାରଣ କ’ଣ ଜାଣନ୍ତୁ। ବାରମ୍ବାର ଘରସଫା କରିବା, ଘରର...
say no to alcohol

କେମିତି ଛାଡ଼ିବେ ମଦ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ଗୀତା ଦାସ

0
ଗୀତା ଦାସ ‘‘ମୁଁ ମଦ ଛାଡ଼ିପାରିବି ନାହିଁ’’- ଏକଥା ଧରି ନେଇଥିବା ଲୋକଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ, ପଢ଼ନ୍ତୁ: ୧- ମଦ ନ ପିଇ ରହିବାର ଇଚ୍ଛାକୁ ଦୃଢ଼ କରିବା। ୨- ଯେଉଁ ଅବସ୍ଥାରେ ମଦ ପିଇବାର ଆଶଙ୍କା ରହିଛି ସେ ଅବସ୍ଥା ବିଷୟରେ ସଚେତନ ରହି କେମିତି ସେପରି ଅବସ୍ଥାରେ...
Brain tumor symptoms

ବ୍ରେନ ଟ୍ୟୁମରର ଲକ୍ଷଣ

0
ଅଚାନକ ପ୍ରବଳ ମୁଣ୍ଡ ବିନ୍ଧିବା, ରୋଗୀ ବେହୋସ ହୋଇଯିବା, ତ୍ୱଚାର ରଙ୍ଗ ପରିବର୍ତ୍ତନ ଇତ୍ୟାଦିକୁ ଅଣଦେଖା କରନ୍ତୁ ନାହିଁ। ଏହା ବ୍ରେନ ଟ୍ୟୁମରର ଲକ୍ଷଣ ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କଲେ ଆରୋଗ୍ୟ ସମ୍ଭବପର। ମୁଣ୍ଡବିନ୍ଧା: ବ୍ରେନ ଟ୍ୟୁମର ହେଲେ କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ...

ପିଲାଙ୍କ ମାନସିକ ଚାପ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...

ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡର ଏକ ମାନସିକ ସମସ୍ୟା

0
ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’...
alcoholic person

କାହାକୁ ମଦ୍ୟାସକ୍ତ ବୋଲି କହିବା?

0
ଗୀତା ଦାସ ନିୟମିତ ଓ ଅତ୍ୟଧିକ ମଦ୍ୟପାନ ମଣିଷ ଶରୀର ଓ ମନ ସହ ପାରିବାରିକ, ସାମାଜିକ, ଆର୍ଥିକସ୍ଥିତିକୁ ହଲଚଲ କରିଦେଇଥାଏ। ଜାଣନ୍ତୁ ଏବଂ ଜଣାନ୍ତୁ: ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ ବିଭିନ୍ନ ଦେଶ, ଜାତି ଓ ସଂସ୍କୃତି ଭିତରେ ତୁଳନାତ୍ମକ ବିଚାର କରି ମଦ୍ୟାସକ୍ତିର କେତେକ ସାର୍ବଜନୀନ ଲକ୍ଷଣ ସ୍ଥିର କରିଛନ୍ତି। ମଦ୍ୟପାନ କରୁଥିବା ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ତା’ର ମଦ ଅଭ୍ୟାସ ହେଲାଣି ବୋଲି କହିହେବ। ଏତିକିବେଳେ ସେ...
iq level of your child

ପିଲାଙ୍କର ଆଇକ୍ୟୁ ସ୍ତର ବଢାଇବେ କିପରି?

0
ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
smile problem

କ’ଣ ପାଇଁ ହସିବାରେ କଞ୍ଜୁସି କରିଥାନ୍ତି ଲୋକେ

0
ପ୍ରତିଦିନ ଆମକୁ ଏପରି କିଛି ଲୋକ ମିଳିଯାଇଥାନ୍ତି ଯେଉଁମାନେ ବିନା କାରଣରେ ହସିକରି ପଳାଇଥାନ୍ତି। ପୁଣି ଏଭଳି ବି କିଛି ଲୋକ ମିଳନ୍ତି ଯେଉଁମାନଙ୍କୁ ଦେଖି ଲାଗେ ଯେ ସେମାନେ ହୁଏତ ଜୀବନରେ କେବେହେଲେ ହସିନଥିବେ। କିଛି ଲୋକ ସେମାନଙ୍କୁ ଗର୍ବୀ ବୋଲି ମନେ କରୁଥିବାବେଳେ କିଛି...
error: Content is protected !!