କିଡ୍ନିକୁ ସୁସ୍ଥ ରଖିବେ କେମିତି?
https://www.youtube.com/embed/E8Kjrbr0VB4
କେମିତି କିଡ୍ନିକୁ ସୁସ୍ଥ ରଖିବେ? ଆସନ୍ତୁ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା।
କିଡ୍ନି ସୁସ୍ଥ ରହିବା କାହିଁକି ଜରୁରୀ?ସୁସ୍ଥ କିଡ୍ନି ପାଇଁ କ’ଣ ଖାଇବେ?ସୁସ୍ଥ କିଡ୍ନି ପାଇଁ କେତେ ପାଣି ପିଇବେ?ନିୟମିତ ବ୍ୟାୟାମ କରନ୍ତୁ
ଆମ ଶରୀରରେ କିଡ୍ନି...
ପରିସ୍ରା ପୋଡ଼ା ସହ ଜ୍ୱର ହୋଇପାରେ ୟୁରିନ୍ ଇନ୍ଫେକ୍ସନ୍ର ଲକ୍ଷଣ
https://www.youtube.com/embed/mW8eEB_5-Mk
କାହିଁକି ହୁଏ ୟୁରିନ୍ ଇନଫେକ୍ସନ୍? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଆସନ୍ତୁ ଜାଣିବା।
ୟୁରିନ୍ ଇନଫେକ୍ସନ୍ କ’ଣ?ୟୁରିନ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ?ୟୁରିନ୍ ଇନ୍ଫେକ୍ସନ୍ କାହିଁକି ହୁଏ?ୟୁରିନ୍ ଇନଫେକ୍ସନର ଲକ୍ଷଣ କ’ଣ?ୟୁରିନ୍ ଇନଫେକ୍ସନର ଜଟିଳତାୟୁରିନ୍...