parents child argument

ପିଲାଙ୍କ ମଧ୍ୟରେ ଝଗଡ଼ା ହେଲେ କିପରି କରିବେ ସମାଧାନ?

0
ପିଲାମାନେ ଝଗଡ଼ା କରୁଥିଲେ ବାପା ମା’ କ’ଣ କରିବା ଦରକାର? କେତେବେଳେ ଚୁପ ରହିବା ଆବଶ୍ୟକ? କେତେବେଳେ ସେମାନଙ୍କର ଝଗଡ଼ାର ସମାଧାନ ପାଇଁ ଉଦ୍ୟମ କରିବା ଦରକାର, ଆସନ୍ତୁ ଜାଣିବା ସେ ବିଷୟରେ ପାଖାପାଖି ବୟସର ପିଲାମାନେ ପରସ୍ପର ସହ ଝଗଡ଼ା କରିବା ସ୍ୱାଭାବିକ କଥା। କିଛି ସମୟ...

ଫିଟନେସକୁ ନେଇ ଲୋକମାନେ କରୁଥିବା ଭୁଲ୍

0
ଆଜିକାଲି ବହୁ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି। ତଥାପି ମଧ୍ୟ ଫିଟନେସକୁ ନେଇ ବହୁତ ଭୁଲ୍ କରୁଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇଦେଉଛନ୍ତି। କିନ୍ତୁ ଲୁଣ କମାଉନାହାନ୍ତି। ପ୍ୟାକେଟରେ ଥିବା ଚିପ୍ସ, ପାମ୍ପଡ ଖାଇବା ଛାଡୁନାହାନ୍ତି।...
Silent Stroke news

ସାଇଲେଣ୍ଟ ଷ୍ଟ୍ରୋକ୍ କ’ଣ?

0
ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ। ସାଇଲେଣ୍ଟ ଷ୍ଟ୍ରୋକ୍ ମସ୍ତିଷ୍କର ଏକ...
Alcohol

ମଦ ପିଇଲେ ଶରୀର ଓ ମନରେ କି ପରିବର୍ତ୍ତନ ଆସେ?

0
ଗୀତା ଦାସ ଆଧୁନିକ ଜୀବନରେ ମଦର ବ୍ୟବହାର ଓ ଅପବ୍ୟବହାର ପ୍ରସଙ୍ଗରେ ମନୋବିଜ୍ଞାନୀଙ୍କ ପରାମର୍ଶ ମଦର ଗୁଣ ଦୁଇ ପ୍ରକାର। ଅଳ୍ପ ମଦ ପିଇଲେ ମସ୍ତିଷ୍କର ସ୍ନାୟୁକୋଷ ଉଦ୍ଦୀପିତ ହେଉଥିବାରୁ ପିଇଲା ବେଳକୁ ଉତ୍‌ଫୁଲ୍ଲ ଲାଗେ, ଦେହରେ ନୂଆ ବଳ ଆସିଲା ପରି ଲାଗେ। ମନରେ ଆମୋଦିତ ଭାବ ଦେଖାଦେବାରୁ...
Dhanurasana yoga for girls

ମାସିକ ୠତୁଚକ୍ର ବେଳେ କରନ୍ତୁ ଏହିସବୁ ଯୋଗ

0
ମାସିକ ୠତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଓ ଗୋଡ଼ ହାତ ଯନ୍ତ୍ରଣା ହୋଇଥାଏ। ଏହି ସମୟରେ କିଛିଟା ଯୋଗାସନ ଶରୀର ପାଇଁ ବେଶ୍‌ ଲାଭଦାୟକ। ଯୋଗ ବ୍ୟାୟାମ ଅତ୍ୟଧିକ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ସହିତ ଅଣ୍ଟାବିନ୍ଧା, ପେଟବ୍ୟଥା, ମୁଣ୍ଡବିନ୍ଧା, ମାନସିକ ଚାପ ଅନୁଭବ ହେବା ଆଦି...
mental pressure

ଚାପ କମାଇବା ପାଇଁ ଶରୀରଚର୍ଯା ଓ ବ୍ୟାୟାମ

0
ଗୀତା ଦାସ ଆଜିର ଦିନରେ ଚାପ ବା ଷ୍ଟ୍ରେସ୍‌ କମାଇବାର ଏକ ବଡ଼ ଚିକିତ୍ସା ହେଉଛି ଠିକଣା ଶରୀର ଚର୍ଯା ଓ ବ୍ୟାୟାମ। ଜାଣନ୍ତୁ କିପରି: ଶରୀର ଚର୍ଚ୍ଚା କୁସ୍ତି-କସରତ କରିବା, ପହଁରିବା, ଡଙ୍ଗା ବାହିବା, ମାଇଲେ ଦୁଇ ମାଇଲ ବାଟ ନିୟମିତ ଭାବେ ଚାଲିବା ଇତ୍ୟାଦି ଯେକୌଣସି ମଧ୍ୟମ ଧରଣର...

ପିଲାଙ୍କର ସ୍କୁଲ ରିଫ୍ୟୁଜାଲ ସମସ୍ୟା କ’ଣ?

0
ମା’ ଆଜି ସ୍କୁଲ ଯିବିନାହିଁ, ମୁଣ୍ଡ ବିନ୍ଧୁଛି, ପେଟ କାଟୁଛି, ବାନ୍ତି ମାଡୁଛି, ଆଉ ଟିକେ ଶୋଇବାକୁ ଦିଅ, ଇତ୍ୟାଦି...ଇତ୍ୟାଦି...। ଯେଉଁମାନଙ୍କ ଘରେ ଛୋଟ ପିଲା ଥାଆନ୍ତି ଅଧିକାଂଶ ସମୟରେ ସେମାନଙ୍କ ଘରେ ସକାଳୁ ଏଭଳି କଥା ଶୁଣିବାକୁ ମିଳେ। ବିଶେଷ କରି ନୂଆ କରି ସ୍କୁଲରେ...
mental Pressure

କେମିତି ପାଇବେ ମାନସିକ ଚାପରୁ ମୁକ୍ତି

0
ଗୀତା ଦାସ ମାନସିକ ଚାପ ଲାଘବ କରିବାର ପ୍ରଧାନ ଉପାୟ ହେଲା ମନୋବୈଜ୍ଞାନିକ ପରାମର୍ଶ ଏବଂ ନିଜେ ଚାପ ଲାଘବ କରିବା ପାଇଁ ସଚେଷ୍ଟ ହେବା। ମନୋବୈଜ୍ଞାନିକ ପଦ୍ଧତିରେ ପ୍ରଥମେ ରୋଗ ଲକ୍ଷଣ ଓ କାରଣ ନିର୍ଣ୍ଣୟ କରାଯାଏ ଓ ତା’ପରେ ରୋଗୀର ପ୍ରୟୋଜନ ଅନୁସାରେ ଯେଉଁ ଚିକିତ୍ସା ପଦ୍ଧତି...
girl cooking in kitchen

ଅତ୍ୟଧିକ ସମୟ ରୋଷେଇ ଘରେ କାଟୁଛନ୍ତି କି? ଜାଣି ରଖନ୍ତୁ

0
ସାଧାରଣତଃ ମହିଳାମାନେ ଦିନର ଅଧିକାଂଶ ସମୟ ରୋଷେଇ ଘରେ କଟାନ୍ତି। ଏମିତିକି ଦରକାର ପଡ଼ିଲେ ଦିନରେ ୩/୪ ଥର ସେମାନେ ରୋଷେଇ କରନ୍ତି। ତେବେ ଏହା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। ଅଧିକ ସମୟ ରୋଷେଇ ଘରେ ବିତାଉଥିବା ମହିଳା ଖୁବଶୀଘ୍ର ରୋଗଗ୍ରସ୍ତ ହୋଇଥାନ୍ତି। ନିକଟରେ କରାଯାଇଥିବା...
using earphone bad for health

ଅଧିକ ସମୟ ଧରି ଇୟର ଫୋନ୍ ବ୍ୟବହାର କରୁଛନ୍ତି କି?

0
ବର୍ତ୍ତମାନର ଯୁବପିଢ଼ିଙ୍କ ପାଖରେ ଗୋଟେ ନା ଗୋଟେ ଇୟର ଫୋନ୍ ରହିଥାଏ। କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥା’ନ୍ତି, ତ କିଏ ଇୟର ଫୋନ୍ ବ୍ୟବହାର କରି କଥା ହୋଇଥା’ନ୍ତି। ଯଦି କାନରେ ଘଣ୍ଟା ଘଣ୍ଟା ଦେଇ ଗୀତ ଶୁଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା...
error: Content is protected !!