ପ୍ରୋଷ୍ଟେଟ୍ ସମସ୍ୟା: କାରଣ, ଲକ୍ଷଣ ଓ ଚିକିତ୍ସା | Dr. Biswajit Nanda on Prostate Enlargement in Odia

Dr Biswajit Nanda31 August 20206:5311K views

About this video

ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ଧାତୁ ତିଆରି କରିବା ଏହି ଗ୍ରନ୍ଥିର କାମ। ତେବେ ବୟସ ବଢ଼ିବା ସହିତ ଶରୀରରେ ହର୍‌ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ଆଗକୁ ଜଟିଳ ପରିସ୍ଥିତି ଆସିପାରେ। ତେବେ ଏହି ପ୍ରୋଷ୍ଟେଟ୍ ସମସ୍ୟା କ'ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟ ଡାକ୍ତର ବିଶ୍ୱଜିତ ନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଜାଣିବା, - ପ୍ରୋଷ୍ଟେଟ୍ ସମସ୍ୟା କ'ଣ? - ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣ - କାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟା - ପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ'ଣ ଅସୁବିଧା ହେବ? - ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସା The human male has a gland at the mouth of the urinary bladder, called the prostate gland. The work of this gland is to make sperm. However, the hormones change as they age, the prostate gland swells. If left untreated, it can lead to complications. So what is prostate problem? Let's find out what Dr. Biswajit Nanda has to say about its causes, symptoms and treatment. What is a prostate problem? Symptoms of prostate problems Prostate problems can be seen in anyone What would be the issues if you didn't treat prostate problems? Examination and treatment of prostate problems