ଲାପ୍ଟପ୍ ଦେଖି ଆଖି ଜନିତ ସମସ୍ୟା ଦେଖାଦେଉଛି କି? | Can Laptops Cause Eye Problem? | Dr Amrita Mohanty
About this video
ଲମ୍ବା ସମୟ ଧରି କମ୍ପ୍ୟୁଟର ଆଗରେ ବସି କାମ କରିବା, କମ୍ପ୍ୟୁଟରକୁ ଚାହିଁ ରହିବା ଫଳରେ ଆଖି ଶୁଷ୍କ ହେବା, ଆଖି ପୋଡ଼ିବା, ଆଖିରୁ ପାଣି ଗଡ଼ିବା ଭଳି ସମସ୍ୟା ହୋଇଥାଏ, ଯାହାକୁ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ବା ଆଇ ଷ୍ଟ୍ରେନ୍ ବୋଲି କୁହାଯାଏ। ତେବେ ଲାପ୍ଟପ୍ ଆଗରେ କାମ କରିବା ଯୋଗୁଁ ହେଉଥିବା ଆଖିଜନିତ ସମସ୍ୟାକୁ ଏଡ଼ାଇବେ କିପରି? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତା ମହାନ୍ତି, ଆସନ୍ତୁ ଜାଣିବା। Are you sitting in front of a computer for long durations? Exposure to the screen for longer durations can cause dryness in the eyes, burning of the eyes, and watery eyes, which is called computer vision syndrome (CVS). Can you prevent computer vision syndrome? Let's find out more from Dr Amrita Mohanty, a Consultant in Cornea & Anterior Segment.