ଏଗ୍ ଫ୍ରିଜ୍ କରିବାର ସଠିକ ବୟସ |What is the Right age for Egg Freezing? Odia| Dr Shakti Kumar Tripathy
About this video
ଆଜିକାଲି ବିଭିନ୍ନ କାରଣ ଯୋଗୁଁ ମହିଳାମାନେ ଡେରିରେ ବିବାହ ବା ପିଲା ପାଇଁ ପ୍ଲାନ୍ କରୁଛନ୍ତି। ହେଲେ ଅଧିକ ବୟସ ହେଲେ ମହିଳାଙ୍କ ଡିମ୍ବାଣୁର ଗୁଣବତ୍ତା କମିଯାଏ ଏବଂ ଛୁଆ ହେବାରେ ଅସୁବିଧା ହୋଇପାରେ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ମହିଳାମାନେ କରିପାରିବେ ଏଗ୍ ଫ୍ରିଜ। ଆସନ୍ତୁ ଫର୍ଟିଲିଟି ସ୍ପୋଶାଲିଷ୍ଟ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କଠାରୁ ଏଗ୍ ଫ୍ରିଜିଂ ବିଷୟରେ ଅଧିକ ଜାଣିବା।