ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା | Sexual/ Genital Problems in Odia | Dr Debabrata Sabat
About this video
ଉଭୟ ପୁରୁଷ ଓ ମହିଳାଙ୍କଠାରେ ଯୌନାଙ୍ଗ ସମସ୍ୟା ହୋଇପାରେ। ଶୀଘ୍ର ପତନ, ସହବାସରେ ଅନିଚ୍ଛା, ଯୌନ ଅକ୍ଷମତା ତଥା ସହବାସରେ ସମସ୍ୟା ଭଳି ସମସ୍ୟା ହୋଇପାରେ। ଆସନ୍ତୁ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କଠାରୁ ଯୌନ ସମସ୍ୟା ବିଷୟରେ ଅଧିକ ଜାଣିବା।