ସୁସ୍ଥ ରହିବା ପାଇଁ ଖାଦ୍ୟଶୈଳୀ କେମିତି ହେବା ଆବଶ୍ୟକ? | How to Start Eating Healthy in Odia | Niharika Dash
About this video
ଆଜିକାଲିର ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଓ ମାନସିକ ଚାପ ବିଭିନ୍ନ ରୋଗର କାରଣ। ତେଣୁ ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ଖାଇବା ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। Today's unhealthy diet and stress are the causes of various diseases. So it is important to eat a balanced diet to stay healthy. How to eat healthy food everyday? Let's find out more from Dietician Niharika Dash.