ଛୋଟ ପିଲାଙ୍କ ଦେହରେ ନାଲି ନାଲି ଫଳିଯାଉଛି କି? | What is HFMD? | Prof Dr Arjit Mohapatra

Dr Arjit Mohapatra21 May 20227:554.6K views

About this video

ଓଡ଼ିଶାରେ ଏବେ ସାନ ସାନ ପିଲାଙ୍କଠାରେ ଏଚଏଫଏମଡି (ହ୍ୟାଣ୍ଡ, ଫୁଡ୍‌, ମାଉଥ୍ ଡିଜିଜ୍‌) ଦେଖିବାକୁ ମିଳୁଛି। ଏଥିରେ ପୀଡ଼ିତ ପିଲାଙ୍କ ହାତ, ପାଦ, ପାଟି ଆଦି ସ୍ଥାନରେ ନାଲି ନାଲି ଫଳି ଯାଉଥିବାର ଦେଖିବାକୁ ମିଳୁଛି। ତେବେ ଏହି ରୋଗ କ’ଣ? ଏହା କେମିତି ବ୍ୟାପୁଛି? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଏଆଇପିଏଚ୍‌ୟୁ କୋଲାବୋରେଟିଂ ଟ୍ରାନ୍ସଲେସନାଲ ରିସର୍ଚ୍ଚ ସେଣ୍ଟର-ଜଗନ୍ନାଥ ହସ୍ପିଟାଲର ମୁଖ୍ୟ ତଥା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆଲାଏଡ୍ ହେଲ୍‌ଥ ସାଇନ୍ସର ଡିନ୍ ପ୍ରଫେସର ଡାକ୍ତର ଅର୍ଜିତ୍‌ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ହାତ, ପାଦ, ମୁହଁ ରୋଗ (HFMD) କ’ଣ? ଏଥିରେ କ୍ୱାରେଣ୍ଟାଇନ୍‌ରେ ରହିବା ଦରକାର କି? ଏହାର ଲକ୍ଷଣ ସବୁ କ’ଣ? ଏହି ରୋଗର ଚିକିତ୍ସା କେମିତି ହୁଏ? ଏହି ରୋଗ ପାଇଁ ଟିକା ରହିଛି କି? Hand, Foot, and Mouth Disease (HFMD) has become prevalent in children in Odisha. Common symptoms include reddening and blisters on the hands, mouth, and other parts of the body. So, what is this disease? Should you be worried? How is it spreading? What precautions to take? Let's know more from Paediatrician Prof Dr Arjit Mohapatra, Professor & Dean, School of Allied Health Sciences and Head, AIPHU Collaborating Translational Research Center at Jagannath Hospital. AIPH University, Bhubaneswar