ପରିସ୍ରା ରାସ୍ତା ଜାମ୍: କାରଣ ଓ ଚିକିତ୍ସା | Stricture Urethra in Odia | Symptoms |Dr Aditya Prasad Padhy
About this video
ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ପରିସ୍ରା ରାସ୍ତା ଜାମ୍ ହେବାର ଆଶଙ୍କା ଅଧିକ। ବାରମ୍ବାର ୟୁରିନ୍ ଇନ୍ଫେକ୍ସନ୍, ଯୌନ ସଞ୍ଚାରିତ ରୋଗ (STI) ଏବଂ କୌଣସି ଅପରେସନ୍ ଯୋଗୁଁ ପରିସ୍ରା ରାସ୍ତା ସରୁ ବା ଜାମ୍ ହୋଇଯାଏ। ଫଳରେ ପରିସ୍ରାର ଧାରା ସରୁ ହୋଇ ଯାଏ, ପରିସ୍ରା କରିବା ବେଳେ କୁନ୍ଥେଇକି ପରିସ୍ରା କରିବା ଭଳି ଲକ୍ଷଣ ଦେଖାଦିଏ। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଏନେଇ ଅଧିକ ଜାଣିବା।