ବ୍ରସ୍ କେମିତି କରିବେ? | How to Brush Your Teeth Properly? in Odia | Dr Dibya Lochan Swain
About this video
ଏବେ ବି ଲୋକ ଠିକ୍ ଭାବେ ବ୍ରସ୍ କରିବା ଜାଣି ନାହାନ୍ତି। ଫଳରେ ଦାନ୍ତରେ କ୍ୟାଭିଟି, ପାଇରିଆ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଦିନକୁ ଦୁଇଥର ବ୍ରସ୍ କରିବା ଆବଶ୍ୟକ। ତେବେ ଦାନ୍ତ ବ୍ରସ୍ କରିବାର ସଠିକ୍ ଉପାୟ କ’ଣ ବା କେମିତି ବ୍ରସ୍ କଲେ ଦାନ୍ତ ସଫା ରହିବ? ଏନେଇ ବିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Even now, people don't know how to brush properly. It is important to brush your teeth to prevent gum disease, cavities, infections, and tooth decay. So you need to brush twice a day. So what is the right way to brush your teeth and how to brush your teeth properly step by step? Let us find out more from Dr Dibya Lochan Swain, a Dental Surgeon.