Skip to main content

ଭୀଷଣ ମୁଣ୍ଡବିନ୍ଧା: କିପରି ପାଇବେ ଉପଶମ? | Know the Causes of Constant Headache, Odia | Dr Debasish Hota

Dr Debasish Hota21 July 202616:39765 views

About this video

ମୁଣ୍ଡବିନ୍ଧା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା। ଯଦି ମୁଣ୍ଡବିନ୍ଧା ସହ ବାନ୍ତି ହେଉଛି କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଦେଉଛି, ତେବେ ଏହାକୁ ସାଧାରଣ କହି ଏଡ଼ାଇ ଦିଅନ୍ତୁ ନାହିଁ। ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ହୋତାଙ୍କଠାରୁ ଆସନ୍ତୁ ମୁଣ୍ଡବିନ୍ଧାର ପ୍ରକାର, କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।