ହେଡ୍ ଆଣ୍ଡ୍ ନେକ୍ କ୍ୟାନସର- କାରଣ, ଲକ୍ଷଣ, ଚିକିତ୍ସା |Dr Sanjib Kumar Mishra on Head & Neck Cancer in Odia
About this video
ହେଡ୍ ଆଣ୍ଡ୍ ନେକ୍ କ୍ୟାନସର- କାରଣ, ଲକ୍ଷଣ, ଚିକିତ୍ସା | Dr Sanjib Kumar Mishra on Head & Neck Cancer in Odia ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନସରରେ ଅନ୍ତର୍ଭୁକ୍ତ। ତେବେ ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।