ଟେଷ୍ଟଟ୍ୟୁବ ବେବି (ଆଇଭିଏଫ୍) – କେମିତି ହୁଏ? | Dr Lipsa Mishra on IVF in Odia | In vitro fertilization
About this video
ଗର୍ଭଧାରଣରେ ଯଦି କୌଣସି ସମସ୍ୟା ରହିଛି ତେବେ ଆଇଭିଏଫ୍ ଜରିଆରେ ବାପା-ମା ହୋଇପାରିବେ। ଏହାକୁ ଟେଷ୍ଟଟ୍ୟୁବ ବେବି ବୋଲି କୁହାଯାଏ। ତେବେ କେମିତି ହୁଏ ଟେଷ୍ଟଟ୍ୟୁବ ବେବି? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଇୟୁଆଇ ଏବଂ ଆଇଭିଏଫ୍ ମଧ୍ୟରେ ତଫାତ୍ (6:07)