ମିସ୍କ୍ୟାରେଜକୁ ନେଇ ଭୁଲ ଧାରଣା | Understanding Miscarriage: Myths and Facts | Dr Nihar Ranjan Bhoi
Dr Nihar Ranjan Bhoi9 July 202612:35157 views
About this video
ମିସ୍କ୍ୟାରେଜ ବା ସ୍ଵତଃ ଗର୍ଭପାତକୁ ନେଇ ଆମ ସମାଜରେ ଅନେକ ଭୁଲ ଧାରଣା ରହିଛି। ଆଇଭିଏଫ୍ ଏବଂ ଫର୍ଟିଲିଟି ସ୍ପେଶାଲିଷ୍ଟ ନିହାର ରଞ୍ଜନ ଭୋଇଙ୍କଠାରୁ ଗର୍ଭପାତକୁ ନେଇ ଥିବା ଭୁଲ ଧାରଣାକୁ ଆସନ୍ତୁ ଦୂର କରିବା।