Skip to main content

ଫର୍ଟିଲିଟି ଯାଞ୍ଚ ପାଇଁ କେଉଁ ପରୀକ୍ଷା କରିବେ? | Fertility Test in Odia | Dr Nihar Ranjan Bhoi

Dr Nihar Ranjan Bhoi18 July 202618:21244 views

About this video

ବର୍ତ୍ତମାନ ସମୟରେ ଗର୍ଭଧାରଣରେ ସମସ୍ୟା ଏକ ସାଧାରଣ କଥା ପାଲଟିଗଲାଣି। ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଏବଂ ମହିଳାଙ୍କୁ ବନ୍ଧ୍ୟାଦୋଷ ଜନିତ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି। ତେଣୁ ସଠିକ ସମୟରେ ସଠିକ ଯାଞ୍ଚ ଏବଂ ଚିକିତ୍ସା କରାଇଲେ କୌଣସି ପ୍ରକାର ବନ୍ଧ୍ୟାଦୋଷକୁ ଏଡ଼ାଇ ଦେଇପାରିବା। ବନ୍ଧ୍ୟାତ୍ଵ ଚିହ୍ନଟ ପାଇଁ କେଉଁ ପରୀକ୍ଷା କରିବେ? ଆସନ୍ତୁ ଆଇଭିଏଫ୍ ଏବଂ ଫର୍ଟିଲିଟି ସ୍ପେଶାଲିଷ୍ଟ ନିହାର ରଞ୍ଜନ ଭୋଇଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।