ଟେରାପଣର ଚିକିତ୍ସା ସମ୍ଭବ । Dr Mihir Kumar Bal on Squint or Crossed Eyes in Odia | Types & Treatment

Dr Mihir Kumar Bal19 July 202110:325.6K views

About this video

ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ବଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।