କିଶୋରୀଙ୍କ ସ୍ଵାସ୍ଥ୍ୟର ଯତ୍ନ | Adolescent Health: All you need to Know! in Odia | Dr Shibani Devi
About this video
ଗୋଟେ ଝିଅ ଯେତେବେଳେ କିଶୋରୀ ଅବସ୍ଥା ବା ପ୍ୟୁବର୍ଟିରେ ପାଦ ଦିଏ, ତା’ର ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା, ରକ୍ତହୀନତା ଏବଂ ଅନେକ ହରମୋନ ଜନିତ ସମସ୍ୟା ହୋଇପାରେ। ତେଣୁ, ଏହି ସମୟରେ ସେମାନଙ୍କୁ ସଠିକ ପୋଷଣ, ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ। ଆସନ୍ତୁ, ଆଜିର ଏହି ଭିଡିଓ ଜରିଆରେ ଜାଣିବା କିଶୋରୀ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ।