ଧୂମ୍ରପାନ ଦାନ୍ତ ନଷ୍ଟ ହେବାର କାରଣ | Effects of Smoking on Teeth in Odia | Dr Arpita Dash
About this video
ଧୂମ୍ରପାନ ଆମ ଶରୀରକୁ କ୍ଷତି କରିଥାଏ ସତ, ହେଲେ ଏହା ଆମ ଦାନ୍ତକୁ ମଧ୍ୟ ନଷ୍ଟ କରିଥାଏ। ତେବେ ଆସନ୍ତୁ ଡାକ୍ତର ଅର୍ପିତା ଦାଶଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। It is true that smoking harms our bodies, but it can also damage our teeth too. How will smoking affect gums and teeth? What happens to smokers' teeth? Let's know more from Dr Arpita Dash, a Dental Surgeon.