ଆଖିରୁ ପାଣି ଗଡୁଛି କି? | Causes of Watering eyes (Epiphora) in Odia | Dr Surjya Kiran Patnaik

Dr Surjya Kiran Patnaik22 October 20216:0025K views

About this video

ଆଖି ହେଉଛି ଆମ ଶରୀରର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକ ଲୋକଙ୍କର ଆଖିରୁ ପାଣି ଗଡ଼ିଥାଏ, ଏହା ଆଖି ଜନିତ ସମସ୍ୟା ହୋଇଥାଏ। ଆସନ୍ତୁ ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକଙ୍କଠାରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା। The eye is a sensitive part of our body. The tears in our eyes keep the eye moist. Tears also help cleanse the small particles in the eye. However, in some cases, excessive tears can be seen in the eyes. It is an eye problem called Watery Eyes. Let's find out more from Dr Surjya Kiran Patnaik, an Ophthalmologist.