ତୁଣ୍ଡ ଘା’ କାହିଁକି ହୁଏ? | Dr Elina Choudhury on Mouth Ulcer in Odia | Causes & Symptoms
About this video
ପାଟିର ଯେକୌଣସି ସ୍ଥାନରେ ଘା’ ସୃଷ୍ଟି ହେଲେ ତାହାକୁ ତୁଣ୍ଡ ଘା’ କୁହାଯାଏ। ସାଧାରଣତଃ ଏହି ଘା‘ ୧ ରୁ ୨ ସପ୍ତାହ ମଧ୍ୟରେ ମନକୁ ମନ ଠିକ୍ ହୋଇଯାଏ। ଯଦି ଏହି ଅବଧୀରେ ଘା’ ଭଲ ହେଉନି କିମ୍ବା ଘା’ଟି ସଂକ୍ରମଣ ହୋଇ ବଢୁଛି , ତେବେ ଏହା ଚିନ୍ତାର କାରଣ। ଏହା କ୍ୟାନସର ହୋଇପାରେ। ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୂରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।