ମସ୍ତିଷ୍କକୁ ସଂକ୍ରମଣ କରିପାରେ କରୋନା ଭାଇରସ | Dr. Subhransu Sekhar Jena: COVID-19 Effects on Brain | Odia
About this video
କରୋନା ଭାଇରସ ସାରା ବିଶ୍ୱରେ ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହି ଭୂତାଣୁ ପାଟି ବା ନାକ ବାଟ ଦେଇ ଫୁସ୍ଫୁସ୍କୁ ସଂକ୍ରମଣ କରିଥାଏ। ତେବେ ଆପଣମାନେ ଜାଣିଛନ୍ତି କି, କରୋନା ଭୂତାଣୁ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ତେବେ କରୋନା ଭୂତାଣୁ କିଭଳି ମସ୍ତିଷ୍କକୁ ସଂକ୍ରମଣ କରେ? ଏନେଇ ଡାକ୍ତର ସୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। କରୋନା ଭୂତାଣୁ କିଭଳି ମସ୍ତିଷ୍କକୁ ସଂକ୍ରମଣ କରେ? ମସ୍ତିଷ୍କ ରୋଗୀଙ୍କ ପାଇଁ ସତର୍କତା କରୋନା ବେଳେ ମାନସିକ ରୋଗ The coronavirus has emerged as a major global problem. The virus infects the lungs through the mouth or nose. Did you know that the coronavirus can also affect the brain? How does the coronavirus infect the brain? Let's find out what neurologist Dr. Subhransu Sekhar Jena says. How does the coronavirus infect the brain? Caution for brain disorder patients Mental illness during the coronavirus