ମୋତିଆବିନ୍ଦୁ - ଲକ୍ଷଣ ଓ ଚିକିତ୍ସା | Dr. Srikant Kumar Sahu on Symptoms & Treatment of Cataracts in Odia

Dr Srikant Kumar Sahu5 July 202011:436.1K views

About this video

ମୋତିଆବିନ୍ଦୁ ହେଉଛି ଚକ୍ଷୁର ଲେନ୍ସ ମେଘୁଆ ହୋଇଯିବା, ଫଳରେ ସ୍ପଷ୍ଟ ଭାବରେ ଦେଖିନହେବା। ଅଧିକାଂଶ ମୋତିଆବିନ୍ଦୁ ବୟସ ବୃଦ୍ଧି ସହିତ ସମ୍ପର୍କିତ ହୋଇଥାଏ, କ୍ୱଚିତ ଘଟଣାରେ ଜନ୍ମରୁ ଶିଶୁମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଥାଏ କିମ୍ବା ଚକ୍ଷୁରେ ଆଘାତ, ଫୁଲା ଏବଂ ଅନ୍ୟ ଚକ୍ଷୁରୋଗ କାରଣରୁ ମୋତିଆବିନ୍ଦୁ ବିକଶିତ ହୋଇପାରେ। ମୋତିଆବିନ୍ଦୁର କାରଣ ଓ ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। - ମୋତିଆବିନ୍ଦୁର ଚିକିତ୍ସା? (1:50 )